by Sanuja Meghamala ✓ · 5 Dec 2020
କିଏ ଅୟସରେ ନିଜ ରୁଚି ଅନୁଯାୟୀ ଖାଇ ଫିଙ୍ଗେ ବଳକା ଖାଦ୍ୟକୁ ଅହଙ୍କାରରେ। ଆଉ କେହି ସେହି ବଳକା ଖାଦ୍ୟକୁ ଗୋଟେଇ ଖାଇ ନିବାରଣ କରି କ୍ଷୁଧାକୁ ବଞ୍ଚାଏ ନିଜ ଜୀବନ ।
Loading comments…
Loading comments…