Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆଗଭର
4 poems
ନୂଆଖାଇ ଜୁହାର୍
Sivaram Thakur · 1 min read · 559 reads
ହୋଇ ଆଗଭର ଯାଉଁ ମାମୁଁ ଘର ତିଆସି ମାନୁ ସେଠାର , ନିଅ ନୂଆଖାଇ ଜୁହାର ହେ ଭାଇ ସଭିଙ୍କୁ ମୋର ଜୁହାର୍ ଘେନ, ମୋ ନୂଆଖାଇ ଜୁହାର୍ ॥
Others
ଏକା ଏକା
Satyabati Swain · 1 min read · 325 reads
ତୁ ଏକା ଏକା କାନ୍ଦିବୁ ତୋ ଲୁହ ତୁ ନିଜେ ପିଇବୁ କେହି ତୋ ପାଖ ମାଡିବେ ନାହିଁ ତୁ କାନ୍ଦୁଛୁ ନା ତୋ କାନ୍ଦରୁ କେହି ଭାଗ ନେବେନି ତୁ ଥରେ ହସିବା ଆରମ୍ଭ କର ଦେଖିବୁ ତୋ ସହ କେତେ ହସିବାକୁ ଆଗଭର ହେବେ।
Inspirational
ଲୁଡୁ ଖେଳ
Trushna Das · 1 min read · 169 reads
ପିଉସୀ ଆଉ ମୁଁ ଲୁଡୁ ଖେଳ ସମୟରେ କାଟି ଥାଉ ସମୟ ହସ ଖୁସିରେ ଥାଉ ଆମେ ଦୁହେଁ ହାର ଜିତ ଜିଦାଜିଦ୍ ରେ ହେଲେ ସ୍ନେହ ଶ୍ରଦ୍ଧା ନିବିଡ଼ ହେଉ ଥାଏ ଆମ ଭିତରେ।
Children
ସ୍ମୃତି ଆଇନାରେ
Sadananda Sahoo · 1 min read · 265 reads
ଦୂର ବିଦେଶରେ ଥିଲ ହେ ଖୁସିରେ କର୍ମେ ଆଗଭର ହୋଇ ; କରୋନା ରାକ୍ଷସ କଲା ସର୍ବନାଶ ତୁମକୁ ନେଲା ଛଡାଇ.
Tragedy