by Satyabati Swain ✓ · 2 Dec 2021
ତୁ ଏକା ଏକା କାନ୍ଦିବୁ ତୋ ଲୁହ ତୁ ନିଜେ ପିଇବୁ କେହି ତୋ ପାଖ ମାଡିବେ ନାହିଁ ତୁ କାନ୍ଦୁଛୁ ନା ତୋ କାନ୍ଦରୁ କେହି ଭାଗ ନେବେନି ତୁ ଥରେ ହସିବା ଆରମ୍ଭ କର ଦେଖିବୁ ତୋ ସହ କେତେ ହସିବାକୁ ଆଗଭର ହେବେ।
Loading comments…
Loading comments…