Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆଣ୍ଠୁ
3 poems
ଘାଆ
Bijaylaxmi Behera · 1 min read · 140 reads
ଅଜାଣତେ ଆଉଁସି ଦେଲି ଆଣ୍ଠୁ ଆଉ କହୁଣୀକୁ ନିଜକୁ କହିଲି କିଛି ଘାଆ ଚିହ୍ନ ଦେଇଯାଏ ଆଉ କିଛି କ୍ଷତ କେବେ ଶୁଖେନି.......
Others
ଭଲ ପାଉଛି ବୋଲି
Baman Chandra Dixit · 1 min read · 163 reads
ଆଣ୍ଠୁ ଉପରେ ରଖିଥା କହୁଣୀକୁ ପାପୁଲିରେ ଥାପି ଥାଆ ମୁହଁକୁ ତୋ ଚୁପ ଚାପ ଦେଖୁଥିବି ନିରବରେ ତୋତେ ଭଲ ପାଉଛି ବୋଲି।।
Romance
ଶୀତ ରାତି
RUKEYA JABEEN · 1 min read · 201 reads
ଅମିନା ଗୋଡ଼ ଦୁଇଟାକୁ ଜାକି ଜୁକି ଆଣ୍ଠୁ ଯୋଡିକୁ ତୋଳି ଆଣି କୋଳରେ ଲଗେଇ ମୁହଁ ଗୁଞ୍ଜି ଦେଲା ସେଇ ଗୋଲ୍ ହାଡ଼ ଗୁଡିକର ଫାଙ୍କ ଭିତରେ।
Others