by Bijaylaxmi Behera ✓ · 12 Feb 2022
ଅଜାଣତେ ଆଉଁସି ଦେଲି ଆଣ୍ଠୁ ଆଉ କହୁଣୀକୁ ନିଜକୁ କହିଲି କିଛି ଘାଆ ଚିହ୍ନ ଦେଇଯାଏ ଆଉ କିଛି କ୍ଷତ କେବେ ଶୁଖେନି.......
Loading comments…
Loading comments…