Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କହୁଣୀ
4 poems
ବାଇଆ ହଅନା
Satyabati Swain · 1 min read · 304 reads
ବାବୁରେ ବାଇଆ ହଅନା ଛଞ୍ଚାଣ ଉଡୁଛି ଉପରେ କେତେ ବେଳେ ଟେକି ନେବ ଶୁନ୍ୟେ କିଏ କହି ପାରେ କିଏ ଦେଖିନି ସେ ଛଞ୍ଚାଣକୁ ଅରୂପ ଅଦୃଶ୍ୟ ତା' ଇଛାରେ ଯାହା କରି ପାରେ ।
Others
ଗଛ ଲଗାଇବା ଆସ
Anam Charan Sahoo · 1 min read · 121 reads
ଖାଦ୍ୟ, ଫୁଲ, ଫଳ ଯୋଗାଇ ସକଳ ଦିଏ ଓଉଷଧ ଜାଳ ମୃତ୍ତିକା ଧାରଣ କରେ ଆମ ପାଇଁ ତା ପାଶେ ହାରଇ କାଳ ଜନ ସମାଜର ପରମ କଲ୍ଯାଣୀ କରନାହିଁ ପରିହାସ
Action
ଘାଆ
Bijaylaxmi Behera · 1 min read · 140 reads
ଅଜାଣତେ ଆଉଁସି ଦେଲି ଆଣ୍ଠୁ ଆଉ କହୁଣୀକୁ ନିଜକୁ କହିଲି କିଛି ଘାଆ ଚିହ୍ନ ଦେଇଯାଏ ଆଉ କିଛି କ୍ଷତ କେବେ ଶୁଖେନି.......
Others
ଭଲ ପାଉଛି ବୋଲି
Baman Chandra Dixit · 1 min read · 163 reads
ଆଣ୍ଠୁ ଉପରେ ରଖିଥା କହୁଣୀକୁ ପାପୁଲିରେ ଥାପି ଥାଆ ମୁହଁକୁ ତୋ ଚୁପ ଚାପ ଦେଖୁଥିବି ନିରବରେ ତୋତେ ଭଲ ପାଉଛି ବୋଲି।।
Romance