English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଆର୍ଦ୍ରତା
4 poems
ଭାବନା
Prasanna Kumar Madala · 1 min read · 12K reads
ତୁମରି ଆର୍ଦ୍ରତା ଉଷ୍ମତା ପାଇ ତ ଯାଇଥାନ୍ତି ଦିନେ ଫାଟି ଅଙ୍କୁରିତ ହୋଇ ବଢ଼ନ୍ତି ଚଞ୍ଚଳ
Romance
ତୁମେ ବି ଏମିତି ଫିଲ କର
Ajaya Mahala · 2 min read · 144 reads
ମୋ ପେନସିଲ ଅଙ୍କା ଚିତ୍ରରେ କେତେ କମକୂଟ କରି ଥାଏ ତୁମ ପାଇଁ ଅନୁଭବ କରେ ଆକାଶିଆ ଝୁଲାରେ ଶୂନ୍ୟ ପୁରୁଷଟେ ହୋଇ ଗୋଟେଇ ନେଉଛ ମୁଁ ଢାଳି ଦେଉଥିବା ଭୟମିଶ୍ରିତ ହସ ତୁମେ ବି ଏପରି ଫିଲ କର ?
Romance
ମରୁ ପଥିକ
Madhumita Mishra · 1 min read · 228 reads
କିଏ ଜାଣେ..!! କେବେ .. ମରୁ ପଥିକ ଭାଗ୍ୟରେ.. ଟୋପେ ଜଳ .. ବୃଷ୍ଟି ହେବ
Inspirational
ଯନ୍ତ୍ରଣା
ଅନିଲ କୁମାର ଲେଙ୍କା · 1 min read · 243 reads
ଯେବେ ଲକ୍ଷ୍ୟସ୍ଥଳର ନକ୍ସା, ବାହାରେ ଟାଣ ଦିପହର ଓ ଘର ଭିତରେ କିଟିକିଟି ଅନ୍ଧାର , ସେବେ, ନିଜ ଯନ୍ତ୍ରଣା ପଥରୁ ମୁକ୍ତିର ଆଶା ସଞ୍ଚାର ହୁଏ ଆଉ ଆରମ୍ଭ ହୁଏ ଯାତନାରୁ ମୁକୁଳିଯିବାର ଚେଷ୍ଟା
Tragedy