Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆର୍ଦ୍ର
5 poems
ବର୍ଷା ତମେ
Sudhashree Bhattamisra · 1 min read · 112 reads
ବର୍ଷା ତମେ ବହି ଯାଅ ଝରି ଯାଅ ଟିକେ ଶବ୍ଦ କରି ଦିଅ ତମ ଶବ୍ଦ ମତେ
Others
ଚଇତି ରାଗ
Chinmaya Kumar Nayak · 1 min read · 274 reads
ଅଧାଶୁଖା ବିବର୍ଣ୍ଣ ଶାଖାରୁ ଚାହିଁ ଦେଖେ ଶୁନ୍ୟ ଆକାଶକୁ ଝୁରି ହୁଏ ଅତୀତର ସ୍ମୃତି ବିସ୍ତାରିତ ସବୁଜ ଦେଶକୁ।
Abstract
ଘେନ ମୋ ପ୍ରଣାମ
Dr Simant Kumar Nanda · 1 min read · 112 reads
ବଞ୍ଚିବାକୁ କର୍ମର ଅମୃତରସେ ମାନବବିକତାର ପାଦଚିହ୍ନକୁ ଆଙ୍କି ଦେଇ ଅବିସ୍ମରଣୀୟ ସ୍ମୃତି ତୁମ ଆର୍ଦ୍ର ମାନସ ପଟେ।
Others
ମନ ଝରଣା
Prafulla Chandra Mishra · 1 min read · 201 reads
ଏ ମନ ଝରଣା ସ୍ଵଚ୍ଛ ମୁକୁରରେ ସୁଧାମୟ ପ୍ରେମ ଝର ସାତ ସୁର ଗୀତ ଆର୍ଦ୍ର କରେ ପ୍ରାଣ ପର ହୁଏ ଆପଣାର ବନ୍ଧୁର ପଥରେ ଯେମନ୍ତେ ଝରଣା ଯାଏ ଅତିକ୍ରମ କରି ତେମନ୍ତେ ଏ ମନ ଝରଣା ଚାଲଇ ଭାଗ୍ୟ ପଥ ଅନୁସରି
Others
ମୌସୁମୀ ଆଗମନେ
Chinmaya Kumar Nayak · 1 min read · 203 reads
ଭରିଦିଅ ସତେ ନବ ପ୍ରାଣ ବୀଜ ଜୀବ ଜୀବନ କନ୍ଦରେ, ତୃପ୍ତିମୟ ହୁଏ ଧୂଳିରୁ ଦିଗନ୍ତ ତୁମ ଆର୍ଦ୍ର ପରଶରେ।
Romance