by Prafulla Chandra Mishra ✓ · 16 Dec 2021
ଏ ମନ ଝରଣା ସ୍ଵଚ୍ଛ ମୁକୁରରେ ସୁଧାମୟ ପ୍ରେମ ଝର ସାତ ସୁର ଗୀତ ଆର୍ଦ୍ର କରେ ପ୍ରାଣ ପର ହୁଏ ଆପଣାର ବନ୍ଧୁର ପଥରେ ଯେମନ୍ତେ ଝରଣା ଯାଏ ଅତିକ୍ରମ କରି ତେମନ୍ତେ ଏ ମନ ଝରଣା ଚାଲଇ ଭାଗ୍ୟ ପଥ ଅନୁସରି
Loading comments…
Loading comments…