Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଆଲୋକେ
6 poems
ଶୁଭ ଦୀପାବଳୀ
Prasanta kumar Hota · 1 min read · 13.3K reads
ଜୀବ ଧରେ ଜଡ ତନୁକୁ ଯେପରି ମାୟା ବାନ୍ଧେ ପଞ୍ଚଭୂତକୁ ଆବୋରି ବାଣ ପ୍ରଦର୍ଶନ ମାୟା ନିଦର୍ଶନ ଜୀବନ ଯାତରେ ଯଥା ପ୍ରକମ୍ପନ।
Inspirational
ଅମଣିଷ
Sujata Routray · 1 min read · 142 reads
ଭୁଲିତ ଯାଇଛି ଜନ୍ମଦାତାଙ୍କ ଆଶିଷବାରୀ, ଦୁଃଖ କଷ୍ଟ ସହି ତାକୁ ଯେ କଲେ ମଣିଷ, ମଣିଷପଣିଆ ହରାଇ ସେ ଆଜି ଅମଣିଷ।
Others
ମାଟିଦୀପ
Kumarlal Rana · 1 min read · 82 reads
ମାଟିର ପ୍ରଭାବ ବଢାଇ ଦିଅନ୍ତିରୀତି ମତେ l ଧନ୍ୟ କୁମ୍ଭାର ଆମ ମହିମା ଗାନ ଗୀତେ l ପୂଜା ବେଦୀର ସ୍ଥାନେ କିବା କଳସ ଉପରେ l
Others
ଏ ପଥ ମୋ ସାଥି ହୁଏ
Ananya Anuska · 2 min read · 191 reads
ଜାଣିନାହିଁ କେବେ ଚାଲିଯିବି ଯେବେ ଏ ସହରଠୁ ବହୁଦୂର, ତୁମପରି ସାଥି କଥା କୁହା ରାତି ମିଳିବକି ପ୍ରତିଥର ?
Abstract
ସନ୍ଧ୍ୟା
SUDARSHAN GILI · 1 min read · 369 reads
କେତେ ସନ୍ଧ୍ୟା ଆମକୁ ପୁଷ୍ପିତ ପ୍ରଦାନ କରେ ଆଉ କେତେ ସନ୍ଧ୍ୟା ଆମକୁ କଣ୍ଟାରେ ଆଘାତ କରେ ତଥାପି ଆମେ ସନ୍ଧ୍ୟା ର ଆଗ ମାନେ ଅପେକ୍ଷା ରତ ! ସନ୍ଧ୍ୟାର ମଳୟ ପବନ ରାତ୍ରିଚର ଜୀବକୁ ଉତ୍କଣ୍ଠ କରି ନିଏ l
Others
ନିସ୍ତବ୍ଧ ରାତିର ଲେଖକ
Seetaram Dash · 1 min read · 89 reads
ମୋ ସପନ ରାଣୀ ସିଏ, ଅଧୀର ଚପଳା। ସାରସ୍ୱତ କାହାଣୀର, ଶବ୍ଦ କଳ୍ପ ମାଳା।
Romance