by SUDARSHAN GILI ✓ · 3 Aug 2019
କେତେ ସନ୍ଧ୍ୟା ଆମକୁ ପୁଷ୍ପିତ ପ୍ରଦାନ କରେ ଆଉ କେତେ ସନ୍ଧ୍ୟା ଆମକୁ କଣ୍ଟାରେ ଆଘାତ କରେ ତଥାପି ଆମେ ସନ୍ଧ୍ୟା ର ଆଗ ମାନେ ଅପେକ୍ଷା ରତ ! ସନ୍ଧ୍ୟାର ମଳୟ ପବନ ରାତ୍ରିଚର ଜୀବକୁ ଉତ୍କଣ୍ଠ କରି ନିଏ l
Loading comments…
Loading comments…