StoryMirror - Read, Write, Share & Repeat- ଅପରିସୀମDebadatta Jena · 1 min read · 231 readsତୁମ ମହନୀୟ ମହକରେ
କେତେ ଯେ ମାଦକତା ଅଛି,
ମୁଁ ହୁଏ ଉତ୍ସସିତ,
ସୁବାସିତ,ମହକିତ,,,!
ଆଉ ମୁଁ ଜାଣିନି,,,
ତୁମ ଅସରା ରଂଗରେ,
କେତେ ଯେ ବିଭୋରତା ଅଛି,
ମୁଁ ହୁଏ ଆତୁର,ବିଭୋର,
ଅବଦମିତ,ଅସମାହିତ..!Abstract