by Debadatta Jena ✓ · 13 Feb 2021
ତୁମ ମହନୀୟ ମହକରେ କେତେ ଯେ ମାଦକତା ଅଛି, ମୁଁ ହୁଏ ଉତ୍ସସିତ, ସୁବାସିତ,ମହକିତ,,,! ଆଉ ମୁଁ ଜାଣିନି,,, ତୁମ ଅସରା ରଂଗରେ, କେତେ ଯେ ବିଭୋରତା ଅଛି, ମୁଁ ହୁଏ ଆତୁର,ବିଭୋର, ଅବଦମିତ,ଅସମାହିତ..!
Loading comments…
Comments
Loading comments…