English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଐଶ୍ଵର୍ଯ୍ୟ
5 poems
ଶୁଣ ବାପଧନ
PRIYANKA SAHOO · 1 min read · 272 reads
ଗଢ ନିଜର ଭବିଷ୍ୟତ ଚାଲି ସତ୍ୟର ପଥେ, ନିଶ୍ଚୟ ସାହାଯ୍ୟ ହୋଇବେ ମୋ ପ୍ରଭୁ ଜଗନ୍ନାଥେ
Classics
ଅମୂଲ୍ଯ ରତ୍ନ
Dhaneswar Dash · 1 min read · 140 reads
ଜୀବନ୍ତ ଠାକୁର ସିଏ ଚଳନ୍ତି ପ୍ରତିମା ମୁଣ୍ଡେ ହାତ ରଖିଦେଲେ ସର୍ବ ଦୋଷ କ୍ଷମା।
Inspirational
ଜହ୍ନ
Prabhati Mahapatra · 1 min read · 183 reads
ସୌଭାଗ୍ୟେ ଚନ୍ଦ୍ରମଣ୍ଡଳେ ଯେବେ ପାଏ ସ୍ଥାନ ଉପମା ସଂଯୋଗ ପାଇଁ କବି ଯେ ଉଛନ୍ନ । ଶରତ ଆକାଶେ ଶୋଭା ଦୁଗୁଣିତ ହୋଇ ଆକର୍ଷିତେ ଜନ ମନ ପାଶେ ଟାଣୁ ଥାାଇ । ବିଜନତା କୋଳେ ଯେବେ ଆସେ ଶୀତକର ମିଳନେ ଆତୁର ମନ ପ୍ରେମୀ ଯୁଗଳର ।
Abstract
ଜୟ ମା ମଙ୍ଗଳା
Prabhati Mahapatra · 1 min read · 246 reads
ତୋର ଗୁଣ ଲେଖିବାକୁ ନାହିଁ ମୋର ଶକ୍ତି ତୋର ତିନି ନେତ୍ର ଆଗେ ମୋର କିବା ଜ୍ୟୋତି ।
Inspirational
ଐଶ୍ଵର୍ଯ୍ୟ
Prabhati Mahapatra · 1 min read · 197 reads
ଈଶ୍ଵର କୃପାରୁ ପରିଶ୍ରମ ବଳେ ଉପାର୍ଜନ ଯେଉଁ ଧନ ତହିଁରେ ନିବେଶ ଲଭିବ ଉଲ୍ଲାସ ସଙ୍ଗେ ପୁଣି ସନମାନ
Tragedy