StoryMirror - Read, Write, Share & Repeat- ଦୀପାବଳିSudeshna Pradhan · 1 min read · 630 readsଟୁନାଟୁନି, ଅଜା ସଭିଏଁ ଫୁଟାନ୍ତି,
ଆନନ୍ଦରେ ଦେଇ କରତାଳି,
ବିଦାୟ ଦିଅନ୍ତି ପିତୃ ପୁରୁଷଙ୍କୁ ,
କାଉଁରିଆ କାଠି, ଦୀପ ଜାଳି |
ସହର ବଜାରେ ସାଜସଜା ସହ,
ପInspirational
- ଚାରି ଆଡେ ଖୁସିର ରଙ୍ଗAjit Kumar Raut · 1 min read · 303 readsଦେବାଳୟ ଆଉ ଧର୍ମ ଅନୁଷ୍ଠାନ
ସଜ୍ଜିତ ହେଉଛି ଜରେ,
ଗୀତା ଯଜ୍ଞ ଆଉ ପ୍ରଭୁ ଆରାଧନା
ହେଉ ଅଛି ଅତି ଜରେ।୪।
ଫଗୁଣ ମାସରେ ପୂର୍ଣ୍ଣିମା ଦିନ
ହୋଲିକା ଦହନ ଭବେ,
ତା ପରେ ବହିବ ରଙ୍ଗର ସାଗର
ଏକତ୍ରିତ ହେବେ ସର୍ବେ।୫।Abstract
- ପୁଣ୍ୟ କାର୍ତ୍ତିକPranati Panda · 1 min read · 506 readsବର୍ଷକର ଧର୍ମ ମାସକେ ସମର୍ପି
ପ୍ରଭୁଠିଁ ଶରଣ ପଶେ ,
ଆକାଶ ଦୀପକୁ ଜାଳିଦେଇ ସଞ୍ଜେInspirational
- ଶରତ ରାଣୀର ଶୋଭାPrabhati Debnath · 1 min read · 479 readsଚଉଦିଗେ ଦିଶେ କାଶତଣ୍ଡି ଫୁଲ
ମନକୁ ହରଣ କରେ ,
କାଶତଣ୍ଡି ସହ ଅନେକ କୁସୁମ
ଫୁଟିଥାନ୍ତି ବଗିଚାରେ ।।Inspirational
- ବନସ୍ତେ ଡାକିଲା ଗଜPranati Panda · 1 min read · 208 readsପରମ୍ପରା ନିଆରା ଏ'
ରଜସ୍ୱଳା ମାତା ବସୁଧା ହୁଏ
ବସୁଧା ହୁଏ ଲୋ ,Classics
- ମାନବ ବାଦୀ ହୋଲିPrasanna kumar sahu · 1 min read · 200 readsମାନବ ବାଦୀ ହୋଲିInspirational
Loading…