English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଓଡ଼ିଆବୀର
2625 poems
ମୁଁ ଖାଣ୍ଟି ଓଡ଼ିଆ
Pranati Mahapatra · 1 min read · 6.6K reads
କହିବି ଗରବେ କୁହରେ ସରବେ ମୋ ମାତୃଭୂମି ମହାନ, ତା କୋଳେଜନମି ସୁଯୋଗ୍ୟଦାୟାଦ ଓଡ଼ିଆଭାଷା ମୋ ମୂଲ୍ୟବାନ । ମୁଁ ଯେ ସୂଯୋଗ୍ୟ ସନ୍ତାନ ।
Inspirational
ମୁଁ ଓଡ଼ିଆ
Jyochhna rani Devi · 1 min read · 207 reads
ଓଡ଼ିଆ ମୁଁ ଗରବେ କହୁଛି । ମଧୁର ମମତା ବୋଳା ତା'ଭାଷା ମାଧୁରୀ କଳା
Inspirational
ଡାକେ ଓଡ଼ିଆ
Ajit Kumar Raut · 2 min read · 202 reads
ଅନ୍ୟରାଜ୍ୟେ ଦେଲ ଅଭାଗା କରିଲ ରହିଅଛି ସେହୁକଥା। ଉଠ ଉତ୍କଳ ଚିହ୍ନ ବନ୍ଧୁ ହେ ଛିଡୁ ଶୃଙ୍ଖଳ ଆଜି,
Abstract
କର୍ତ୍ତବ୍ୟ ଆମର
PURNA CHANDRA PANDA Purna · 1 min read · 206 reads
ସଜେଇ ରଖିବା, ସାଇତି ରଖିବା ଏଣେତେଣେ କିଛି ଫିଙ୍ଗିବା ନାହିଁ,, ଏଣେ ତେଣେ ଯଦି ଫିଙ୍ଗିବା ବାଳକେ ଖୋଜିଲେ ଛୁଞ୍ଚିଟେ ପାଇବନାହିଁ ll ଚିରା ଲୁଗା, ଚିରା କାଗଜ ବାବୁରେ ଯତ୍ନ ସହକାରେ ଆଇତି ଥିଲେ,, ଏପରି ସମୟେ ଦରକାର ହେବ କେତେ ଖୁସି
Inspirational
ମୁଁ ଓଡ଼ିଆ
Rakesh Kumar Sahu · 1 min read · 355 reads
ଚଷା ଭାଇର ହଳୁଆ ଗୀତ ସାବିତ୍ରୀ ବ୍ରତକୁ ବୋଉ ପଣତ ଚିତଉ ଚକୁଳି ଏଣ୍ଡୁରି ପିଠା ବାସି ପଖାଳ ଲାଗେ
Abstract
ଆଉ ଏକ କ୍ରାନ୍ତି-୦୨
Chandrakanta Jena · 1 min read · 165 reads
ସଜା ସଜା ଆରେ ପାନ ଗୁଆ ତୋର ଅତିଥି ହେଲେଣି ମେଳି ଉଆସରେ ଭରି କରାଇବୁ ଚର୍ଚ୍ଚା ଛଡ଼ାଇ ଜୀବନ ଭେଳି !!
Inspirational
Loading…
Next page →