English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଓଡିଆଭାଇ
3611 poems
ଅନାବିଳ ସ୍ନେହ
Suresh chandra Padhy · 1 min read · 31 reads
ତୋ ବିନା ମୋର କିଏ ଅଛି କହ ମୋ ଭାଇ ଠାରୁ ମୋତେ କିଏ ଦୂରେଇ ନ ଦିଅ ତୋ ବିନା ମୋର କିଏ ଅଛି କହ ସାରା ଜୀବନ ତୋ ପାଇଁ ମୋର ଥିବ ସ୍ନେହ ତୋ ବିନା ମୋର କିଏ ଅଛି କହ
Others
ଗର୍ବରେ କହେ ମୁ ଓଡିଆ ଭାଇ
Pradipta Sundar Rath · 1 min read · 112 reads
ଯାର ବରପୁତ୍ର ଦେଶର ବୀରନେତ୍ର ରାଜଗୁରୁ ବୀର ସୁରେନ୍ଦ୍ର ସାଏ ନେତାଜୀ ବାଜି ରାଉତଙ୍କୁ ଭୁଲିବା କେମିତି ହଁ ହଁ ମୁଁ ଓଡିଆ ସେହି ପାଇକ ମାଟିର ଛୁଆ ।।
Inspirational
କର୍ତ୍ତବ୍ୟ
Sabita Nayak · 1 min read · 348 reads
କର୍ତ୍ତବ୍ୟ ନାଆଁରେ ମୁଁ ଖେଳିପାରେ ପଶାକାଠି ବଡ ସଉକ ମୋର ହାରିଯାଏ ସବୁ ସମ୍ପତ୍ତି ଶେଷରେ ଭାଇ ଆଉ ପତ୍ନୀକୁ ବାଜି ରଖି ମୁଁ କରିଯାଏ ଦାସତ୍ୱର ସ୍ୱୀକାର।
Others
ପବିତ୍ର ବନ୍ଧନ ରାକ୍ଷୀ ବନ୍ଧନ
Ajit Kumar Raut · 1 min read · 163 reads
ଭାଇର ବିଜୟ ସବୁ କ୍ଷେତ୍ରେ ହେଉ ଶକ୍ତିଶାଳୀ ହେଉ ଭବେ, ବାହୁବଳେ କରୁ ଭଉଣୀର ରକ୍ଷା ନାମ ଗୁଞ୍ଜୁ ଥାଉ ଭବେ।
Inspirational
ଭାଇର ଡାକ
Chinapana Loknath Reddy · 1 min read · 163 reads
ପାଇଛି ଜୀବନେ କେତେ ଯେ ଆନନ୍ଦ ତୋହରି ମିଳନେ ଦିଦି ଯଦି ଚାହୁଁ ଖୁସି ନେବାକୁ ଛଡେଇ (ତେବେ)ଚାଲିଯା ଦୂରକୁ ତୁହି |
Inspirational
ଚିଠି
samhita jena · 1 min read · 133 reads
ଭାଇ ବନ୍ଧୁ ଅବା କୁଟୁମ୍ବ ଯିଏ ବି ଦୂରେ ବାସ କରୁଥାନ୍ତି ମନର ଭାବନା ଭଲ ମନ୍ଦ ବାର୍ତ୍ତା ଚିଠିରେ ଲେଖି ଜଣାନ୍ତି।
Inspirational
Loading…
Next page →