StoryMirror - Read, Write, Share & Repeat- ମୁକ୍ତିମନ୍ତ୍ରଓଡ଼ିଆ ଗଳ୍ପ ଓ କବିତା - ୨ · 1 min read · 6.7K readsଅପତ୍ୟ ସ୍ନେହେ ଅନ୍ଧ ହୋଇ,
ଆସନ୍ତି ଏଠି ଶ୍ରଦ୍ଧାନେଇ ।
ଦେବକୀ ବସୁଦେବ ନନ୍ଦ,
ଯଶୋଦା ଅପୂର୍ବ ସମ୍ବନ୍ଧ ।Classics
- ଆମ ଉତ୍କଳ ଆମ ଗୌରବAmbika Swain · 1 min read · 849 readsକାଳିଆ ଠାକୁର ଆମ ଜଗତର ନାଥ
ସେଥିପାଇଁ ଆମେ ଆଜି ସଭିଏଁ ଗର୍ବିତ ।Others
- ପଖାଳ ମହାତ୍ମାବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra · 1 min read · 370 readsପରଖି ଦେଖରେ ଥରେ ପଖାଳ କଂସା,
ପଡ଼ିଗଲେ ଫେରି ଆସେ ଉଡ଼ିବା ହଂସା,
ପାଖରେ ଯଦି ଥିବ, ଆମ୍ୱ ଲେମ୍ୱୁ ର ଭାବ,
ପାଟିରୁ ଗଡ଼େ ଲାଳ, ହେଲେ ଶୁଖୁଆ ଠାବ,Others
- ଓଡ଼ିଶା ହକି ବିଶ୍ୱ କପ୍Prasanta kumar Hota · 1 min read · 809 readsଆସରେ ଆସରେ ଅଗ୍ରସର ହୁଅ
ଖେଳିବାକୁ ହେବ ଖେଳ
ଓଡ଼ିଶାର ଆମ ସୁନ୍ଦର ଗଡରେ
ହକିର ଅନ୍ତୁଡି ଶାଳInspirational
- ଫନି ଆସୁଅଛି ମାଡିBiren Kumar Behera · 1 min read · 169 readsଟଙ୍କାପଇସାବି ରଖିଥାଅ ପାଶେ,
ବ୍ୟାଙ୍କରୁ ଏବେଠୁ କାଢି ।
ବିପଦ ସମୟେ ଆସିବ କାର୍ଯ୍ୟରେ,
ଫନି ଆସୁଅଛି ମାଡି ।।Action
- ଆମ ଓଡ଼ିଶାMaheswar sahoo · 1 min read · 270 readsମଧୁବାବୁ ଠାରୁ ଫକୀରମୋହନ
କବି ଗଙ୍ଗାଧର ମେହେର
ରଖିଯାଇଛନ୍ତି ଆମର କୀର୍ତ୍ତି
କରିବା ତାଙ୍କର ଆଦର ।Inspirational
Loading…