by ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra ✓ · 24 Mar 2019
ପରଖି ଦେଖରେ ଥରେ ପଖାଳ କଂସା, ପଡ଼ିଗଲେ ଫେରି ଆସେ ଉଡ଼ିବା ହଂସା, ପାଖରେ ଯଦି ଥିବ, ଆମ୍ୱ ଲେମ୍ୱୁ ର ଭାବ, ପାଟିରୁ ଗଡ଼େ ଲାଳ, ହେଲେ ଶୁଖୁଆ ଠାବ,
Loading comments…
Loading comments…