StoryMirror - Read, Write, Share & Repeat- ବିବାହ ବୟସ ଓ ନିୟମNiranjan Sahu · 1 min read · 7.2K readsନିଜିଇଛାରେ ବାହା ହୋଇପାରିବେ
ଯିଏ ବିରୁଦ୍ଧ କରିବ ଜେଲଜିବେ
ଗାଁ ଲୋକ ସବୁକଥା ବୁଝିଲେ
କାନମୁଣ୍ଡ ଆଉଁସି ଚୁପ ରହିଲେ,,,,Others
- ବାଜେ କବିତା ( ଏପ୍ରିଲ ଫୁଲ)ଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 7.2K readsଗ୍ରେଏଡ ପେଏ ଟା ବଢିଯିବ ମୋର
ବାଇ ଶ' ରୁ ଚବିଶି ଶ।
ଦଶ ବର୍ଷ ପରେ ଚାରିଶହ ମିଶି
ଜିପି ହେବ ଅଠେଇଶ ।Others
- ମୋ ଗାଁKalyani Nanda · 1 min read · 4.9K readsମୋ ଗାଁ ଦାଣ୍ଡରେ
ମୋ ସାଥି ମେଳରେ
ବୋହୁ ଚୋରି ମୁ ଖେଳିଛି
ତା ନଈ ପାଣିରେ
ମନ ଆନନ୍ଦରେ
ଗୋଡ ଛାଟି ପହଁରିଛିOthers
- ପଲ୍ଲୀ ସୁନ୍ଦରୀKulamani Sarangi · 1 min read · 4.6K readsସକାଳୁ ସଅଳ ଉଠି,
ଘର ବାରି ଲିପେ ଗୋବର ମାଠି,
ବୋହୂ ଏମେତେ ଅଛି କୋଉଠି !Others
- କଟି କଟି ଡବଲକଟି।Pratima Das · 1 min read · 359 readsଏ ଅଧା ତିଆରି ଘର,ବାଲିଗୋଡି ଭାତଡାଲି, ପ୍ରେମ
ଭୁଲି କେ ପାରେ ସାତ ଜନମରେ
ସେଥିପାଇଁ , ସେଥିପାଇଁ ତ କିଛି ନ ଶିଖାଇଲେ ବି
ବାଳୁତ ପୁଅଟି ବର,ଝିଅଟି କନିଆଁ ହୋଇ ଖେଳନ୍ତି
ବୋହୂ ବୋହୂକା ,ରାନ୍ଧନ୍ତି ଭାତତୂଣ ନଡ଼ିଆ ଷଢେଇରେ।।Others
- ପିଲାଙ୍କ ମଉଜPranati Mahapatra · 1 min read · 139 readsଯୌଥ ପରିବାର ସାହାଯ୍ୟ ନିମିତ୍ତ
ଅନୁରୋଧ ଯେ ନିଷ୍ଫଳ,
ଶୂନ୍ୟହସ୍ତେ ବସି ମନସ୍ତାପ କଲି
ମଝିରଜ ଯେ ବେକାର,Inspirational
Loading…