by Pratima Das ✓ · 11 Sept 2019
ଏ ଅଧା ତିଆରି ଘର,ବାଲିଗୋଡି ଭାତଡାଲି, ପ୍ରେମ ଭୁଲି କେ ପାରେ ସାତ ଜନମରେ ସେଥିପାଇଁ , ସେଥିପାଇଁ ତ କିଛି ନ ଶିଖାଇଲେ ବି ବାଳୁତ ପୁଅଟି ବର,ଝିଅଟି କନିଆଁ ହୋଇ ଖେଳନ୍ତି ବୋହୂ ବୋହୂକା ,ରାନ୍ଧନ୍ତି ଭାତତୂଣ ନଡ଼ିଆ ଷଢେଇରେ।।
Loading comments…
Loading comments…