English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କପାଳଲିଖନ
202 poems
ଝରା ସେଫାଳୀ
Sambit Srikumar · 1 min read · 192 reads
ସୂର୍ଯ୍ୟର ପହିଲି ସୁନେଲି କିରଣ ମୋ ଲାଗି ହୋଇଛି ସଦା ବାରଣ ବହଳ ରାତ୍ରୀର ଅମା ଅନ୍ଧକାର ମୋ' କପାଳ ଲିଖନ ପୁରସ୍କାର ପ୍ରାପ୍ୟ ମାତ୍ର ମହାର୍ଘ ଜୀବନର
Tragedy
ଅବକାଶ ନାହିଁ ମୋର
Trushna Das · 1 min read · 245 reads
ଅବକାଶ ନାହିଁ ମୋର ନ ଥିବାରୁ ସେ ସମ୍ପର୍କ ଯେଉଁଥିରେ ନ ଥିଲା ଭଲ ପାଇବା କି ବିଶ୍ୱାସ ଯାହା ଆରମ୍ଭ ହୋଇଥିଲା ଛଳନା ମିଛ ପ୍ରତିଶ୍ରୁତି ଦ୍ୱାରା ସେଇ ବ୍ୟକ୍ତିର।।
Tragedy
କପାଳ ଲିଖନ
Trushna Das · 1 min read · 192 reads
ଆଜି ହାରି ଯାଇଛି ଏ ଜୀବନେ ମୋର ତଥାପି କରି ଚାଲୁଛି ମୁଁ କର୍ମ ଯେ ମୋର ସତ ମାର୍ଗକୁ କରି ଆପଣାର ପୂର୍ବ ଜନ୍ମ କର୍ମ ପାଇଁ କରୁଛି ମୁଁ ପ୍ରାୟଶ୍ଚିତ ବିଶ୍ୱାସ ଅଛି ମୋର ଏ ଜନ୍ମର କର୍ମଫଳ ମୋର ଜଲଦି ହିଁ ବଦଳାଇବ ମୋ କପାଳ ଲିଖନ
Others
ନିଃଶବ୍ଦ ଘୁଙ୍ଗୁର
Pranati Panda · 1 min read · 211 reads
ସମସ୍ୟା ବହୁଳ ଭରା ଜୀବନ ସଂଗ୍ରାମେ ସହାନଭୂତିର ଆଜି ଉଠେ ସାତ ସୁର , ଶବ୍ଦହୀନ କାହିଁ ଆଜି କିମ୍ପାଇ ଉଛୁର ମୃଦଙ୍ଗର ତାଳେ କିମ୍ପା ନାଚେନା ଘୁଙ୍ଗୁର
Tragedy
ମାୟାରେ ଜଡ଼ିତ ସଂସାର
Ajit Kumar Raut · 1 min read · 147 reads
ସମୟର ଚକ୍ର କିପରି ଘୁରୁଛି କାହାକୁ ହିଁ ଜଣା ନାହିଁ, କାଳ କବଳରୁ ପାର ନାହିଁ କେବେ କପାଳ ଲିଖନ ତହିଁ।୫।
Inspirational
ଭକ୍ତି ନୈବେଦ୍ୟ
Sanuja Meghamala · 1 min read · 316 reads
ଭକ୍ତି ନୈବେଦ୍ୟ
Classics
Loading…
Next page →