by Trushna Das ✓ · 7 Feb 2021
ଆଜି ହାରି ଯାଇଛି ଏ ଜୀବନେ ମୋର ତଥାପି କରି ଚାଲୁଛି ମୁଁ କର୍ମ ଯେ ମୋର ସତ ମାର୍ଗକୁ କରି ଆପଣାର ପୂର୍ବ ଜନ୍ମ କର୍ମ ପାଇଁ କରୁଛି ମୁଁ ପ୍ରାୟଶ୍ଚିତ ବିଶ୍ୱାସ ଅଛି ମୋର ଏ ଜନ୍ମର କର୍ମଫଳ ମୋର ଜଲଦି ହିଁ ବଦଳାଇବ ମୋ କପାଳ ଲିଖନ
Loading comments…
Comments
Loading comments…