StoryMirror - Read, Write, Share & Repeat- ଏ ଆଖିକୁ ଭରଷା କରିବ କିଏShiba Charan Mahapatra · 1 min read · 464 readsଆଖି ହିଁ ଦେଖାଏ କେତେ ସତ ମିଛ
ନିଜଠୁ ନିଜର ଯିଏ
ସେଇ ଆଖି ପୁଣି ସାତପର କହି
ଧୋକ୍କା ଦେଇ ଚାଲିଯାଏ ।Abstract
- ବର୍ଷା ଓ ମାଆର ଲୁହSanskruti Mohanty · 2 min read · 450 readsବତୁରା ମାଟିର ପୁଳା ପୁଳା କାଦୁଅରୁ,
ବର୍ଷା ଖୋଜୁଛି ତା ଅସ୍ତିତ୍ବ,
ମାଆ ତାର ପ୍ରତିଟି ନିଃଶ୍ୱାସରୁ ,
ଖୋଜୁଛି ପୁଅର ପିଲାଦିନ,
ତାର ଅଳି ଅଝଟ, ଆଉ ମାଆ ଡାକ।
ଦଶମୀ ଜହ୍ନ ତା ମୁହଁକୁ ନିରେଖି ଦେଖୁଛି ,
ମହାନଦୀର ରୂପା ଆଇନାରେ,
ମାଆTragedy
- ଜୀବନର ପୃଷ୍ଠାPranati Jena · 1 min read · 227 readsଅତୀତ, ଭବିଷ୍ୟ ତୋ ଭବ୍ୟ ସ୍ୱାଗତ
ରହିଛି ସ୍ମୃତି ଲୁହରେ ସମଷ୍ଟି,
ତୋ ମଧୁ ମୂର୍ଚ୍ଛନା ପ୍ରାଣର ଅର୍ଚ୍ଚନା
ଭରେ ଶ୍ରଦ୍ଧା ଚକାଆଖିର ସୃଷ୍ଟିInspirational
- ବୋଉ କାନ୍ଦୁଛିDebabrata Mishra · 1 min read · 303 readsବୋଉ କାନ୍ଦୁଛିAbstract
- ଜୀବନ ଏବେ ମୃତ୍ୟୁମୁହାଁBijay Prusty · 1 min read · 291 readsଜୀବନ ଏବେ ମୃତ୍ୟୁମୁହାଁFantasy
- ଥକି ଯାଇଛି ଦୀପାବଳି ବିଶେଷାଙ୍କDr Susmita Dash · 1 min read · 6.8K readsମୋ ଅନ୍ତରର କୋହ ଦୀପର ଜ୍ୱଳନ ରେ
ଲୁଚାଉବାର ବୃଥା ଚେଷ୍ଟା କରୁ କରୁ,
ମୁଁ ଟିକିଏ ଯାଇଛି ଥକି...Abstract
Loading…