by Sanskruti Mohanty ✓ · 17 Sept 2020
ବତୁରା ମାଟିର ପୁଳା ପୁଳା କାଦୁଅରୁ, ବର୍ଷା ଖୋଜୁଛି ତା ଅସ୍ତିତ୍ବ, ମାଆ ତାର ପ୍ରତିଟି ନିଃଶ୍ୱାସରୁ , ଖୋଜୁଛି ପୁଅର ପିଲାଦିନ, ତାର ଅଳି ଅଝଟ, ଆଉ ମାଆ ଡାକ। ଦଶମୀ ଜହ୍ନ ତା ମୁହଁକୁ ନିରେଖି ଦେଖୁଛି , ମହାନଦୀର ରୂପା ଆଇନାରେ, ମାଆ
Loading comments…
Comments
Loading comments…