English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କରୁଣତା
2 poems
ତୁମ ସ୍ମୃତି
Kamlesh Patel · 1 min read · 134 reads
ଶରତର କାକର ବିନ୍ଦୁରେ ଗଂଗଶୀଉଳୀରେ ଆଉ କାଶତଣ୍ଡିରେ ବି ନିର୍ଣିମେଷ ନିଦାଘ ର କରୁଣତା ରେ ପଶି ଆସୁ ପଛକେ ଯନ୍ତ୍ରଣା ଏଇ ପ୍ରାଣେ | ତଥାପି ... ମନେ ମୋର ତୁମ ସ୍ମୃତି ଯେବେ ଛୁଇଁ ଯାଏ ମୋର ସଦ୍ଯ ଯନ୍ତ୍ରିତ ହୃଦୟ ବି ହୋଇ ଯାଏ ବିଗଳିତ , ତୁମ ସ୍ମୃତି ଯେବେ ଛୁଇଁ ଯାଏ ମନେ ମୋର ମାଦକତା , ବକ୍ଷେ ବିଧୁନିତ ହୁଏ ସୁଖ ଅବିରତ |
Tragedy
ଚକାଆଖି
Sunanda Mohanty · 1 min read · 11.9K reads
କେବେ ନିରୀହତା କେବେ ଗଭୀରତା କେବେ କରୁଣତା କେତେ ବିବଶତା ମାପି ମାପି କବିତା ଲେଖିଛି ଏଠି ସେଠି
Abstract