Loading…
ଶରତର କାକର ବିନ୍ଦୁରେ ଗଂଗଶୀଉଳୀରେ ଆଉ କାଶତଣ୍ଡିରେ ବି ନିର୍ଣିମେଷ ନିଦାଘ ର କରୁଣତା ରେ ପଶି ଆସୁ ପଛକେ ଯନ୍ତ୍ରଣା ଏଇ ପ୍ରାଣେ | ତଥାପି ... ମନେ ମୋର ତୁମ ସ୍ମୃତି ଯେବେ ଛୁଇଁ ଯାଏ ମୋର ସଦ୍ଯ ଯନ୍ତ୍ରିତ ହୃଦୟ ବି ହୋଇ ଯାଏ ବିଗଳିତ , ତୁମ ସ୍ମୃତି ଯେବେ ଛୁଇଁ ଯାଏ ମନେ ମୋର ମାଦକତା , ବକ୍ଷେ ବିଧୁନିତ ହୁଏ ସୁଖ ଅବିରତ |
Comments
Loading comments…