English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କରୁଣାମୟୀ
22 poems
ଭାରତ ମାଆ ମୋର
Jayashree Maharana · 1 min read · 287 reads
ଜନମିଛନ୍ତି କୋଳରେ ତା'ର ଅନେକ ଶୁରବୀର ଯାହାର ରକ୍ତ ଆମରି ଦେହେ ବହୁଛି ନିରନ୍ତର
Abstract
ମାତୃ ବନ୍ଦନା
Kalish Chandra Parhi · 1 min read · 7.1K reads
ପ୍ରାଣ ବିସର୍ଜିବି ପାଦ- ପଦ୍ମ ସେବାରେ, ଚାହଁ କୃପାଲୋଳ -ନେତ୍ରରେ ଦୁଃଖହାରୀ ମମଦୁଃଖ ହର ଗୋ ବାରେ।..
Inspirational
ଆସୁଛନ୍ତି ମାଆ ମରତକୁ
ବି. ନିରୁପମା · 1 min read · 7.5K reads
ଶକ୍ତିମୟୀ ଯେବେ କରୁଣା କରିବେ ଦୁଃଖ,ଶୋକ ସବୁ ଯିବ ଚାଲି , ସାରା ଜଗତରେ ଶାନ୍ତି ବିରାଜିବ ସୁଖ,ସଉଭାଗ୍ୟ ଥିବ ଖାଲି ।
Drama
ପୂଜା ନିଅ ହେ
Sachidananda Kar · 1 min read · 112 reads
କରୁଣାମୟୀ ଗୋ ବେଗେ ଅବତରି ଆସ ତୁମ ଆଗମନେ ଚହଟୁ କୁସୁମ ବାସ ପୂଜା ନିଅହେ ଶହେଟି ଶରତ ଜୀଇ ରହିଥିବୁ ଆଶିଷ ଅଜାଡି ଦିଅହେ ।।
Thriller
ମାଆ ଲୋ ଗିରିବାଳା
Jagannath Barik · 1 min read · 184 reads
ଲହ ଲହ ଜିହ୍ୱା ରୁଧିର ତୁଣ୍ଡୀ କାଳୀ କରାଳି ଖର୍ପରଧାରୀ ମହିଷା ମାରି ଚଣ୍ଡ ବିଦାରି....
Classics
ମୋ ମାଆ
Ashok Kumar Pradhan · 1 min read · 23.2K reads
ମୋ ପାଇଁ ସିଏ ବହୁ କଷ୍ଟ ସହିଛି ଦୁନିଆ ଦାଣ୍ଡରେ ତା ହାତ ଧରି ବାଟ ଚାଲି ଶିଖିଛି
Drama
Loading…
Next page →