by Sachidananda Kar ✓ · 10 Oct 2019
କରୁଣାମୟୀ ଗୋ ବେଗେ ଅବତରି ଆସ ତୁମ ଆଗମନେ ଚହଟୁ କୁସୁମ ବାସ ପୂଜା ନିଅହେ ଶହେଟି ଶରତ ଜୀଇ ରହିଥିବୁ ଆଶିଷ ଅଜାଡି ଦିଅହେ ।।
Loading comments…
Comments
Loading comments…