English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କଳାକୌଶଳ
241 poems
ଅଭିମାନ 🙏🙏🙏🙏🙏🙏
SUJATA DAS · 1 min read · 150 reads
ଶିଖି ମୁଁ ଯାଇଛି ଯନ୍ତ୍ରଣା ସବୁକୁ ସହିବାର ଯେତେ କଳା ଲୁହ ପିଇବାର କୌଶଳ ଶିଖିଚି କର ଯେତେ ଅବହେଳା
Others
ଆମେ ଓଡିଆ
Binay Mohapatra · 1 min read · 14.1K reads
"ଓଡିଆ ଭଉଣୀ ଭାଇ" ପଡିନି ଶୋଇ,ଅଳସ ପହରେ, ଢୁଳେଇ ପଡିଛି,ଜାଗି ଯିବ ଦିନେ, ଜୟ ଜଗନ୍ନାଥହୁଙ୍କାର ଦେଇ ରଣ ବାଙ୍କୁର,ସୁପ୍ତ ବିଶ୍ୱକୁ ଦେବ ଜଗାଇ ।
Abstract
ବହି ସାଥି ଏକ ଏକା ଜୀବନର
subrat kumar jena · 1 min read · 113 reads
ଅନେକ ପୃଷ୍ଠା ମୁଁ ମଣ୍ଡନ କରିଛି ନବ ରସରେ ମୋ ପରେ କିଏ ଲେଖିଛି ଅଶ୍ରୁର ନିରବ ବାର୍ତା କିଏ ଲହୁରେ ଲେଖିଛି ଅସଫଳ ପ୍ରେମ କାହାଣୀକୁ କିଏ ପୁଣି ବର୍ଣ୍ଣନା କରିଛି ସଂସାରରୁ ମୁକ୍ତିର ପଥ ।
Abstract
ତୁମେ ପରା କଳା ସାଆନ୍ତ
Rabindra kumar Sahoo · 1 min read · 105 reads
କଳା ରଙ୍ଗେ ଦେହ ତବ ରଙ୍ଗାୟିତ ସବୁ କଳା କୌଶଳେ ଚଳାଅ ପ୍ରଭୁ ହେ ଆମ ସଂସାର ରଥ ତୁମେ ନିର୍ମାଣ କରିଛ ଏ ସାରା ଜଗତ ସେ ପାଇଁ ଜଗତ କରତା ବୋଲାଇଛ ତ ତୁମେ ପରା କଳା ସାଆନ୍ତ ।
Inspirational
ମୃତ୍ୟୁ ଆସେ ସମସ୍ତଙ୍କ ପାଇଁ
Minati Rath · 1 min read · 404 reads
ଛୋଟ ଛୋଟ ଖୁସିକୁ ଅଣଦେଖା କରି ସୁଖ ପଛରେ ଧାଉଁ ଥାଏ ଦୁଃଖକୁ ସାଉଁଟୁ ଥାଏ ଲୁହ ଦରିଆରେ ଭାସୁଥାଏ ମୃତ୍ୟୁ ସବୁ ଦେଖି ହସୁଥାଏ ।
Others
ପ୍ରଜାପତିର ଡେଣା-୩
ASWINI DASH · 1 min read · 6.8K reads
ଉଡିବାର ରାସ୍ତା ପ୍ରଶସ୍ତ ହେଉ, ସେମାନଙ୍କ ଆଖି ଓ ହୃଦୟ ପହରିବେ ନୀଳ ସମୁଦ୍ର ।
Loading…
Next page →