କଳ୍କୀ ରୂପ ତୋର ଦେଖାରେ ଠାକୁର
କଳ୍କୀ ରୂପ ତୋର ଦେଖାରେ ଠାକୁରParshuram Biswal · 1 min read · 6.8K reads ଦିନରେ କରନ୍ତି କଳାକୁ ଧଳା
ତାଙ୍କ ପାଇଁ ଏ ଶାସନ ହୁଗୁଳା,
କଞ୍ଚା ମିଛ କହି ସତିଆ ହେଇ
ବୁଲନ୍ତି ଦାଣ୍ଡରେ ଦେଖୁ କହ୍ନେଇ,
କଳ୍କୀ ରୂପ ତୋର ଦେଖାରେ ଠାକୁର
ସେମାନେ ଯାଆନ୍ତୁ ମାଟିରେ ମିଶି ।Others