Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କାଖ
5 poems
କାଖ କଳସି ପାଣି
Baman Chandra Dixit · 1 min read · 257 reads
କହ ମଦାଳସୀ ତୋ କାଖ କଳସୀ କି କରିଥିଲା କି କାଳେ ଲଭି ଅଙ୍ଗ ସଙ୍ଗ ଅନଙ୍ଗ ଠୁଁ ଆଗ ବୋଲାଏ ରସିକ ମଣି ଲୋ କାଖ କଳସି ପାଣି।।
Fantasy
ସତ ଦେବୀ
Anam Charan Sahoo · 1 min read · 264 reads
ମୋ ଜୀବନ ତା ପରାଣ ପଣତ ମୋ ଛାତ ଅଦୃଶ୍ଯରେ ମୋ ମଥାରେ ରହିଛି ତା ହାତ।
Others
କଟାଖ୍ୟ
pratap nayak · 1 min read · 739 reads
ମାରିଦେଇଥିବା ମନ ଭଲପାଇବାରୁ ବଂଚିତ ଅନ୍ଧ ବିବେକ ଢାଳିଦେଇ ହସିବାକୁ ଇଚ୍ଛାହୁଏ ବାରବାର ହସିବାକୁ ଇଚ୍ଛାହୁଏ
Others
ପୃଥିବୀ ଠାରୁ ବଡ କିଏ ?
Bulu Behera · 1 min read · 146 reads
କାଖରେ ଧରି ସିଏ ଆମକୁ ଜହ୍ନମାମୁଁଙ୍କୁ ଦେଖାଏ, ଅଝଟ ହେଲେ କୋଳକୁ ନେଇ ନାନା ବାୟା ଗପ କହେ
Children
ରାଧା-୩
Nityananda Sahu · 1 min read · 208 reads
ଆଜି ଗୋପ ଦାଣ୍ଡ ଲାଗେ ଶ୍ରୀହୀନ ତୁମେ ନାହଁ ବୋଲି କଳାବଦନ ଆଜି ମଧୁକୁଞ୍ଜ ଲାଗେ ଘଞ୍ଚ ଉଦ୍ୟାନ ପଡି ନାହିଁ ବୋଲି ତୁମ ଶ୍ରୀ ପୟର ଯମୁନା ଯାଉଛି ବୋହି , ନୀର କାଖେ କଳସୀରେ ଭରି ତୁମେ ଆସି ଥରେ ଦିଏ ଭାଙ୍ଗି ରାଧା କରେ ଏହି ଅଳି
Others