by Nityananda Sahu ✓ · 5 May 2021
ଆଜି ଗୋପ ଦାଣ୍ଡ ଲାଗେ ଶ୍ରୀହୀନ ତୁମେ ନାହଁ ବୋଲି କଳାବଦନ ଆଜି ମଧୁକୁଞ୍ଜ ଲାଗେ ଘଞ୍ଚ ଉଦ୍ୟାନ ପଡି ନାହିଁ ବୋଲି ତୁମ ଶ୍ରୀ ପୟର ଯମୁନା ଯାଉଛି ବୋହି , ନୀର କାଖେ କଳସୀରେ ଭରି ତୁମେ ଆସି ଥରେ ଦିଏ ଭାଙ୍ଗି ରାଧା କରେ ଏହି ଅଳି
Loading comments…
Loading comments…