StoryMirror - Read, Write, Share & Repeat- କବିତାRam Prasad Bisoi · 1 min read · 1.2K readsକିଏ ? ସେ ଶିଳ୍ପି, କାହର ସେ କୃତ୍ତି , ଏତେ ମନୋହର ରୂପ ଲାବଣ୍ୟ ଏତେ ସୌନ୍ଦଯ୍ୟ ତମ ଦେହରେ ପ୍ରକୃତିସମ ଭରି ଦେଇଛି କିଏ ? ଭଲ ପାଇବାର ଇସ୍ତାହାର କେବେଠୁଁ ଜଣାଇ ସାରିଛି,
ହୃଦୟ ତ ମୋର କେବେଠୁ ତମର ହୋଇ ସାରିଛି, କିଛି ନାହିଁ, ମୋ ପାଶେ ଦେବାକୁ ତମକୁ, ସକାଳର କୁହୁଡି ଭଳି ହେଇ ପାର ପ୍ରହେଳିକା, ଛଳନାମୟି ହୋଇପାର ମରୁଭୁମି ର ମୃଗତୃଷ୍ନା ଭଳି, ପ୍ରତାରଣା ବି କରିପାର ଆକାଶର ସନ୍ଦ୍ୟା ଭଳି, ତମେ ମୋ ରାଧା ମୁଁ ତୁମ ଜୟଦେବ, ଆସ ଦୁହେଁ ମିଶି ଲେଖିବା, ସାସ୍ବତ ପ୍ରେମର ଗୀତଗୋବିନ୍ଦ ।
କାଶ୍ୟପ,Others
- ଅଚିହ୍ନା ସେMadhumita Mishra · 2 min read · 446 readsସେ ଆସିଯିବା ପରେ..
ମୁଁ ନିଜକୁ ଭଲ ପାଇଲି..!
ନିଜକୁ ପସନ୍ଦ କଲିTragedy
☆☆☆ କିଏ କହୁଥିଲା ? ☆☆☆
☆☆☆ କିଏ କହୁଥିଲା ? ☆☆☆Amiya Bej · 1 min read · 13.6K readsମୋ ସ୍କୁଲ ଦେଇ ଯିବା ଆସିବାର ବେଳ ,ଗେଟ୍ ସାମ୍ନା ସେ ଯେଉଁ ଆଇସକ୍ରିମ ବାଲା ,କାଢୁଥାଏ ଧଳା ନାଲିର ବରଫ ଟୁକୁଡା ,ତାକୁ ଦେଖି ମୋ' ଲାଳଭର୍ତ୍ତି ମୁହଁ କହେ- ତୋତେ ବଡ଼ ହେବାକୁ କିଏ କହୁଥିଲା ? Othersକିଏ ଜାଣେ
କିଏ ଜାଣେPramila Sahoo · 1 min read · 6.4K readsକିଏ ଜାଣେOthersରୋକେ କିଏ
ରୋକେ କିଏAjaya Mahala · 1 min read · 1.3K readsରୋକେ କିଏRomance- ରାଧା କିଏ?Kulamani Sarangi · 1 min read · 6.6K readsରାଧା କିଏ? ............... ଗମ୍ଭୀର ମୁଦ୍ରାରେ ବସିଥିଲେ ବେଣୁପାଣି, ରାଧା କିଏ ବୋଲି ପଚାରି ଦେଲେ ରୃକ୍ମିଣୀ। ହସିଦେଲେ ଚକ୍ରଧାରୀ, କହିଲେ ରାଧିକା ନୁହେଁ କେଉଁ ନାରୀ ଅବା କେଉଁ ଅପସରୀ। ନାହିଁ ସ୍ଥିତି ନାହିଁ ଲୟ, ରାଧା ଖାଲି ଏକ ଅନୁଭବ ଯାହା ଅପୂର୍ବ ଅତୁଳନୀୟ। ପଦ୍ମ ସୁଗନ୍ଧରେ, ଚନ୍ଦ୍ରର ଶୀତଳତାରେ, ରହିଅଛି ରାଧା ଲବଣୀ କୋମଳତାରେ। ବିରହ ଭିତରେ ଯେଉଁ ମଧୁରତା, ସତ୍ୟ,ଶାନ୍ତି,କ୍ଷମା ଆଉ ସହିଷ୍ନୁତା ସେମାନେ ରାଧାର ଅଂଶ, ମୁନି ରୃଷି କଂଠ ପବିତ୍ର ଓଁକାରେ ରାଧିକା କରେ ନିବାସ। ପବିତ୍ର ହୋମର ଅଗ୍ନି ସୁଗନ୍ଧରେ, ମୋ ରାଧିକା ବାସକରେ, ରାଧାଥାଏ କୃଷ୍ମସାର ଚପଳତା, ନୀଳକଇଁ ଅପେକ୍ଷାରେ। ସଂଗୀତ ରାଗିଣୀ,ମଧୁ ବଂଶୀ ସ୍ବରେ ଲୁଚିଅଛି ରାଧାଭାବ, ଅନନ୍ତ ଆକାଶ ଗମ୍ଭୀରତା ମଧ୍ୟେ ହୁଏ ରାଧା ଅନୁଭବ। ସମୁଦ୍ରର ଅଭିମାନ,ହିମାଳୟ ଉପତ୍ୟକା ନିର୍ଜନତା, ତା ଭିତରେ ଲୁଚି ରହିଅଛି ପରା ରାଧିକାର ମହାନତା।
କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡାOthers
Loading…