English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କୂଳରକ୍ଷା
190 poems
କନ୍ୟାରତ୍ନ
କୃଷ୍ଣ ପ୍ରିୟା ମହାପାତ୍ର · 1 min read · 206 reads
ଝିଅକୁ ଗ୍ରହଣ ନକରି ବାପା ତା ଦେଲା ତାଙ୍କୁ ଘରୁ ଡଡି ବାହା ହୋଇ ଆଉଥରେ ଯେ ଆସିଲା ଉଡି ଗଲା ତାର ଧଡ଼ି। ଦୁଇଟି ଝିଅଯେ ହୋଇଗଲା ତାର ମୁଣ୍ଡରେ ଦେଲା ସେ ହାତ ଝିଅ ଦୁଇ ପୁଣି ଅତି ଅଲାଜୁକ ବାପାକୁ ଦେଖାନ୍ତି ବେତ।
Tragedy
ମୋ ସ୍ବାମୀଙ୍କର ମନ ବହୁତ ଦୁଃଖ
Smita Mohanty · 2 min read · 214 reads
ମୋ ସ୍ବାମୀଙ୍କର ମନ ବହୁତ ଦୁଃଖ
Romance
ଅଫେରା ବାଟ
Smruti Ranjan Tripathy · 1 min read · 217 reads
ଯେତେ ଯିଏ ଡାକିଲେ ବି ମୁଁ ଏବେ ପଥିକ ଅଫେରା ବାଟର ସମ୍ପର୍କର ନଈ ସାଥେ ମୁଁ ବି ସ୍ନିଗ୍ଧ ଶୀତଳ ସବୁ ଅପବାଦକୁ ଖାତିର ନକରି ବହିଯାଏ ଏ କୂଳରୁ ସେ କୂଳ ଚିର ସବୁଜ ଛଳ ଛଳ ।
Thriller
କୁଳ ଲଂଘିବା ଆଗରୁ
Dr. Shiba Prasad Tripathy · 1 min read · 7.2K reads
ନଈର ଦାଢକୁ ପରଖି ନେବା, ଲଂଗଳ ମୂନରେ ସିଆର କାଟି କାଟି ଆମ ସଂପର୍କର ଗଭୀରତା ମାପିଦେବା ।।
Others
ପ୍ରେମ ଯଦି
Ajaya Mahala · 1 min read · 6.9K reads
ଅଙ୍ଗୁଳି ଅଙ୍ଗୁଳି ଚାଖଣ୍ଡ ଚାଖଣ୍ଡ ତୁମର ଅଗ୍ରସର ଠାଣିକୁ ମୋ ହୃଦୟର ଶେଷ ପାହାଚ ଜଳମଗ୍ନ ହେବା ପର୍ଯ୍ୟନ୍ତ
Romance
କ୍ଷତାକ୍ତ ସମୟ
Abhiram Sahoo · 1 min read · 94 reads
ଆଉ କୂଳ ମୋ ପାଦର ମାଟି ଛୁଇଁଲାଣି ତ ଦେଖ,ମାନଚିତ୍ର ବଦଳି ଗଲାଣି ।
Tragedy
Loading…
Next page →