English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କୂଳଲଙ୍ଘନ
44 poems
ନଈ କୂଳ
Samar Ballav Bhoi · 1 min read · 639 reads
ଗାଁ ଶେଷ ମୁଣ୍ଡେ ନଈ ଥିଲେ ବୋହି କୃଷକ ଭାଇନା ର ଲାଭ ମିଳଇ ଚାଷବାସ ଫଳ ପନିପରିବା ସବୁ ଅସୁବିଧା ନଥାଏ ପାଣି ପାଇବା ପାଇଁ ନାନା ପ୍ରକାରେ ଚାଷବାସ କରି ପରିବାର ସଙ୍ଗେ ଆନନ୍ଦ ଲଭଇ।।
Abstract
ମୋ ସ୍ବାମୀଙ୍କର ମନ ବହୁତ ଦୁଃଖ
Smita Mohanty · 2 min read · 214 reads
ମୋ ସ୍ବାମୀଙ୍କର ମନ ବହୁତ ଦୁଃଖ
Romance
ଅଫେରା ବାଟ
Smruti Ranjan Tripathy · 1 min read · 217 reads
ଯେତେ ଯିଏ ଡାକିଲେ ବି ମୁଁ ଏବେ ପଥିକ ଅଫେରା ବାଟର ସମ୍ପର୍କର ନଈ ସାଥେ ମୁଁ ବି ସ୍ନିଗ୍ଧ ଶୀତଳ ସବୁ ଅପବାଦକୁ ଖାତିର ନକରି ବହିଯାଏ ଏ କୂଳରୁ ସେ କୂଳ ଚିର ସବୁଜ ଛଳ ଛଳ ।
Thriller
କୁଳ ଲଂଘିବା ଆଗରୁ
Dr. Shiba Prasad Tripathy · 1 min read · 7.2K reads
ନଈର ଦାଢକୁ ପରଖି ନେବା, ଲଂଗଳ ମୂନରେ ସିଆର କାଟି କାଟି ଆମ ସଂପର୍କର ଗଭୀରତା ମାପିଦେବା ।।
Others
ପ୍ରେମ ଯଦି
Ajaya Mahala · 1 min read · 6.9K reads
ଅଙ୍ଗୁଳି ଅଙ୍ଗୁଳି ଚାଖଣ୍ଡ ଚାଖଣ୍ଡ ତୁମର ଅଗ୍ରସର ଠାଣିକୁ ମୋ ହୃଦୟର ଶେଷ ପାହାଚ ଜଳମଗ୍ନ ହେବା ପର୍ଯ୍ୟନ୍ତ
Romance
କ୍ଷତାକ୍ତ ସମୟ
Abhiram Sahoo · 1 min read · 94 reads
ଆଉ କୂଳ ମୋ ପାଦର ମାଟି ଛୁଇଁଲାଣି ତ ଦେଖ,ମାନଚିତ୍ର ବଦଳି ଗଲାଣି ।
Tragedy
Loading…
Next page →