StoryMirror - Read, Write, Share & Repeat- ମିଛକଥାswagatika nayak · 1 min read · 11 readsପ୍ରେମରେ କୋଉ ପେଟ ପୁରେ ଛପରକୁ ଢାଙ୍କେ ଦେହ
ପ୍ରେମରେ ଯେ ମଣିଷଟା ଯୋଗୀହେଇଗଲା,ଏକଥା କିଏ କହେ କହ,,,,,
ମରିଗଲା ତରିଗଲା କିଏ ବା ଅଛି କାନ୍ଦିବାକୁ
ରାଜାଝିଅ ତକିଆ ଓଦାହେଲେ, ଛାତି ନାହିଁ ବୁଝିବାକୁ,,,,,,Romance
- ପଲ୍ଲୀ କବିତାKulamani Sarangi · 1 min read · 344 readsକେନ୍ଦେରା ବାଜିଲା ଗାଆଁ ମୁଣ୍ଡରେ ଲୋ
ଗୀତ ଗାଇଲାଣି ଯୋଗୀ,
ଗୋବିନ୍ଦ ଚନ୍ଦର ବାହା ହବ,ଆଉ
ହେବ ନାହିଁ ବଇରାଗୀ।Others