by Swagatika Nayak Lucylipi ✓ · 30 Jun 2020
ପ୍ରେମରେ କୋଉ ପେଟ ପୁରେ ଛପରକୁ ଢାଙ୍କେ ଦେହ ପ୍ରେମରେ ଯେ ମଣିଷଟା ଯୋଗୀହେଇଗଲା,ଏକଥା କିଏ କହେ କହ,,,,, ମରିଗଲା ତରିଗଲା କିଏ ବା ଅଛି କାନ୍ଦିବାକୁ ରାଜାଝିଅ ତକିଆ ଓଦାହେଲେ, ଛାତି ନାହିଁ ବୁଝିବାକୁ,,,,,,
Loading comments…
Comments
Loading comments…