StoryMirror - Read, Write, Share & Repeat- ମିଛକଥାswagatika nayak · 1 min read · 11 readsପ୍ରେମରେ କୋଉ ପେଟ ପୁରେ ଛପରକୁ ଢାଙ୍କେ ଦେହ
ପ୍ରେମରେ ଯେ ମଣିଷଟା ଯୋଗୀହେଇଗଲା,ଏକଥା କିଏ କହେ କହ,,,,,
ମରିଗଲା ତରିଗଲା କିଏ ବା ଅଛି କାନ୍ଦିବାକୁ
ରାଜାଝିଅ ତକିଆ ଓଦାହେଲେ, ଛାତି ନାହିଁ ବୁଝିବାକୁ,,,,,,Romance