StoryMirror - Read, Write, Share & Repeat- କେବଳ ସତ୍ୟ--------------------!Ram Prasad Bisoi · 1 min read · 6.6K readsକେବଳ ସତ୍ୟ--------------------!
ସତ୍ୟ----------------------। ଭାରି କଷ୍ଠ , କଟୁ, ଅସହ୍ୟ, ଚାଲି ଥାଏ ନିଜ ପଥରେ ନିଜେ, ନାହିଁ କିଛି ପ୍ରୟୋଜନ ତାକୁ ପ୍ରମାଣିତ , ତା ବାଟରୁ ସେ ନିଜେ କରି ଚାଲେ ସଫା, ଅସତ୍ୟ, ମିଥ୍ୟା, ଦୁରାଚାରିତ, ଲୋଭ, କ୍ରୋଧ, କୁସଂସ୍କାର, ସମୟ ହାତୁଡି ପିଟି ପିଟି ବନାଇ ଦିଏ ଚାରିତ୍ର ଗୁଡିକୁ ସୁସ୍ଵାଦ ଚତୁଆ , ସମ୍ପର୍କ ଭାଙ୍ଗି ଯାଏ, ଗଢି ଉଠେ ନୂଆଁ ଯେ କେତେ , ଶେଷରେ ଜଣେ ଆଗନ୍ତୁକ---------------! ବାହୁ ପ୍ରସାରି କୋଳେଇ ନିଏ ସବୁ ଚରିତ୍ର ଗୁଡିକୁ ଯିଏ ତା ପଥ ର ପଥିକ ସେ ଅପରିଚିତ ଆଗନ୍ତୁକ ଟି କିଏ ? ମିଥ୍ୟା ତ ନୁହେଁ କଦାପି , କେବଳ ସତ୍ୟ------------!
ରାମ ପ୍ରସାଦ ବିଶୋଇ (କାଶ୍ୟପ) ତା-୨୫-୦୫-୧୬,ସକାଳ-୧୧ଟା, ରାୟଗଡ଼ା ।Others
- ମା କବିତାBanty Swian · 1 min read · 355 readsମା କବିତାOthers
- ମା ମାଟିକୁ ପୁଂଜିପତିକୁ କିଆଁ ବିକିChittaranjan Nanda · 1 min read · 300 readsମା ମାଟିକୁ ପୁଂଜିପତିକୁ କିଆଁ ବିକିInspirational
- କିଛି ନ ଥିବBidyutprabha Gantayat · 1 min read · 6.8K readsଅପ୍ରେମ ଆୟୁଷ ଯାକ
ଦୀର୍ନୋ ବିଦୀର୍ଣ୍ଣ ହେଉଥିବ
ଲୟ ହୀନ ଚେତନା ହତ
ଆଦେହ ଦେହ ରେ ।Others
- ମୁଁSarojini Behera tiki · 1 min read · 115 readsମିଛି ମିଛିକା ଉପାଧି ପଦବୀ
ନା ପାଉଛି ଉତ୍ତର ନା
ବୁଝିପାରୁଛି ପ୍ରଶ୍ନକୁ
କେବଳ ଅଂହକାରର ଅନ୍ଧକାରରେ
ଅଣନିଶ୍ୱାସୀ ହୋଇ ଛିଡା ହୋଇଛି
ମୁଁ କେବଳ ମୋର ଚାରିପାଖରେ
ମୁଁ କେବଳ ମୁଁ ।Thriller
- କେବଳ ମୁଁମିତା ପଟନାୟକ · 1 min read · 208 readsମୋ ନିଜ ପାଇଁ
ମୋ ଅସ୍ତିତ୍ୱ ପାଇଁ
ମୋ ପାଇଁ ଆଶ୍ୱାସନାInspirational
Loading…