by Sarojini Behera tiki ✓ · 13 Aug 2019
ମିଛି ମିଛିକା ଉପାଧି ପଦବୀ ନା ପାଉଛି ଉତ୍ତର ନା ବୁଝିପାରୁଛି ପ୍ରଶ୍ନକୁ କେବଳ ଅଂହକାରର ଅନ୍ଧକାରରେ ଅଣନିଶ୍ୱାସୀ ହୋଇ ଛିଡା ହୋଇଛି ମୁଁ କେବଳ ମୋର ଚାରିପାଖରେ ମୁଁ କେବଳ ମୁଁ ।
Loading comments…
Loading comments…