English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#କେବେ
18 poems
ଜାଣେନା ଫେରିବ କେବେ ................................
Kulamani Sarangi · 1 min read · 12.9K reads
ଜାଣେନା ଫେରିବ କେବେ ................................ ଫେରିବ ବୋଲି ଯେ ଦେଲ ପ୍ରତିଶ୍ରୁତି ବିଶ୍ବାସ ହୁଏନି ମୋର, ତୁମ ସ୍ମୃତିହୀରା ମନଗହନରେ ଅଛି ହେ ବ୍ରଜ ସୁନ୍ଦର। ଯେଉଁ ଉପବନେ ଘୂରିବୁଲୁଥିଲା ମନ ହୋଇ ପ୍ରଜାପତି, ଫୁଲର ସୁରଭୀ ମହକାଉଥିଲା ଅନ୍ତର ଭିତର ନିତି, ପ୍ରୀତି ଫୁଲରେଣୁ ବିଞ୍ଛିହୋଇ ମନ ହେଉଥିଲା ପୁଲକିତ ସୁଗନ୍ଧରାଜର ମହକ ହୃଦୟ କରୁଥିଲା ସୁଗନ୍ଧିତ, କାଳ ବଇଶାଖୀ ଆସି ସେ ବନକୁ ଦେଲା ଦିନେ ଧ୍ବଂସ କରି, ସେଇ ଉପବନ ଧ୍ବସ୍ତ ଧୁଳିସାତ ସାଜିଅଛି ପ୍ରେତପୁରୀ। ହୃଦୟ ଭିତରେ ନିଆଁ ଜଳେ ଆଜି ସ୍ମୃତି ହେବକି ଅଙ୍ଗାର ! ଅବିଶ୍ବାସ ଧୁଆଁ ଆଖି ବାନ୍ଧିଦିଏ ଅନ୍ତରୁ ଝରେ ରୁଧିର। ଜାଣେନା ଆସବ କେବେ, ଆଖିର ଅଶ୍ରୁରେ ଆଶାର ଦୀପାଳୀ ଲିଭି ଯାଇଥିବ ତେବେ! କୁଳମଣି ଷଡଙ୍ଗୀ ବିଦ୍ୟା ନଗରୀ ଖଣ୍ଡପଡା
Others
ଭୁଲିନି କେବେ ତମକୁ !
Ram Prasad Bisoi · 1 min read · 6.5K reads
ଭୁଲିନି କେବେ ତମକୁ !
Others
ସମ୍ପର୍କ
ମିତା ପଟନାୟକ · 1 min read · 11.5K reads
ସମ୍ପର୍କ ବି ଏକ ବୃଥା ଆଶ୍ୱାସନା ଏକ ବିଡମ୍ବନା ; କେବେ ନୁହେଁ ଏକ ସମ୍ଭାବନା..।
Inspirational
ଜୀବନ ପଥ
DILIP KUMAR SAHOO · 1 min read · 225 reads
ପାପ ପୂଣ୍ୟର ଦୋଛକି ପଡିଲେ ମନ ହୁଏ ବାଟ ବଣା
Inspirational
ତଥାପି ହୃଦୟ ଝୁରେ
Mamatamanjari Das · 5 min read · 6.9K reads
ତୋ' ପଥକୁ ଚାହିଁ ରହିଛିରେ ମୁହିଁ ଅପଲକ ନୟନରେ
Inspirational
ଭାଗ୍ୟ ହାତେ ଦୋଳି
Sanjay Kumar · 1 min read · 6.9K reads
ରଜ ଦୋଳି କଟମଟ, କାହାରି ଭାଗ୍ୟ କେମିତି ଖେଳୁଛି କହିବାଟା ଭାରି କଷଟ । ଶିଶୁ ଠାରୁ ବୃଦ୍ଧ ଆମେ ସମସ୍ତେ ଦୋଳି ଖୋଲିବାକୁ ଭଲପାଉ । ମାତ୍ର ସମସ୍ତଙ୍କର ଦୋଳି ଖେଳ ଭିନ୍ନଭିନ୍ନ ହୋଇଥାଏ । ବେଳେବେଳେ ଭାଗ୍ୟ ମଧ୍ୟ ସମସ୍ତଙ୍କୁ ଦୋଳିରେ ଝୁଲାଇଥାଏ । ଭାଗ୍ୟ ଦୋଳି ଆମ କର୍ମ ହାତରେ ଲଗାମ ଧରାଇ ଦେଇଥାଏ ।
Comedy
Loading…
Next page →