Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#କୋମଳମନ
1385 poems
ସ୍ଵପ୍ନ ନାୟିକା
Sudama Lenka · 1 min read · 6.9K reads
ଖୋଜୁଛି ଖୋଜିବି ସେ ଅଭୁଲା ଛବି ଲାଗୁ ପଛେ ଦିନ ବାର l ଦିନେ ମୁଁ ପାଇବି ଖୋଜିକି ଛୁଇଁବି ରଖିଛି ପ୍ରେମ ପୟର ll
Others
ଅଫେରା ବାଳୁତ
Priyadarsini Das. · 1 min read · 239 reads
ଆଜି ଖୋଜୁଛି ସେଇ ସମୟ , ସେଇ ମୁହୁର୍ତ୍ତ ଯେଉଁଠି ନିଜକୁ ହଜେଇ ମୁଁ ପାଇବି ଅପୂର୍ବ ଆନନ୍ଦ ।
Tragedy
ମନ ପଞ୍ଜୁରୀରେ ଏକ ଅଜଣା ପକ୍ଷୀ
Paramita Mishra · 1 min read · 345 reads
ନୀଳ ସମୁଦ୍ରଠୁ ଗଭୀର ସେ ଦୁଇ ଆଖି ଆଜୀବନ ବନ୍ଦୀ ଆଜି ମୁଁ ସେ ମୋ ଜୀବନ ସାଥି
Romance
ଆଉ କେତେଦିନ |
Sucharita Sena · 2 min read · 228 reads
ମାଆ ବୁଝି ଗଲା କୋମଳ ମନର ଅକୁହା କଥାକୁ ସବୁ, ଗୋଟି ଗୋଟି କରି ବୁଝେଇ କହିଲା କାଲି ମୋ ସହ କ୍ଷେତକୁ ଯିବୁ |
Tragedy
ନାରୀ
Priyadarsini Das. · 1 min read · 243 reads
କେଉଁଠି ରହିଯାଏ ତାର ଭୁଲ ...? ଭଲ ପାଇବାରେ ଅବା ସେବାରେ ...? ତ୍ୟାଗରେ ଅବା ବଳିଦାନରେ ....?
Tragedy
ହେ ମୋ ନିଦହାରିଣୀ ମାନେ
Manmath Kumar Das · 1 min read · 181 reads
ନାଲି ଆଖି ତଳେ କଜ୍ଜଳ ଦେଖି ମନ ଗଲା କାମ-ଜାଲରେ ଲାଖି ଆଜାନୁ ଲମ୍ବିତ କୋମଳ ବାହୁ ଠାରୁଛି କି ତୁମ କୋଳକୁ ଆଉ ଯେ ଅପଲକେ ମୁହିଁ ଚାହିଁଛି
Romance
Loading…
Next page →