StoryMirror - Read, Write, Share & Repeat- ଖେଳି ହେବା ପ୍ରତିଷ୍ଠିତBISWESWAR MAJHI · 1 min read · 496 readsବିଶ୍ୱକପ୍ ର ଯୋଗ୍ୟତା ହାସଲ ହୋଇନାହିଁ ଆଜି ଯାଏ
କ୍ରୀଡା ବିଭାଗର ବଡପଣ୍ଡା ମାନେ ଚେତୁ ନାହାନ୍ତି ଏଯାଏ !Others
- ବିଶ୍ବକପ୍ -୨୦୧୯Sudhanjali Mishra · 1 min read · 372 readsସେହି ଲକ୍ଷ୍ୟ ନେଇ ଖେଳନ୍ତି ସଭିଏଁ
କିଏ ଜିତେ କିଏ ହାରେ
ହାରିବା ଜିତିବା ଖେଳରେ ତ ଥାଏ
ବନ୍ଧୁତ୍ବ କି କେବେ ମରେ ।।୩।।Others
- କ୍ରୀଡାପ୍ରେମୀ ଦେଶବାସୀSadananda Sahoo · 1 min read · 340 readsଚିରଶତୃ ସେତ ପାକିସ୍ଥାନ ଦେଶ
ବହୁବାର ପରାଜିତ ,
ଶୋଚନୀୟ ଭାବେ ହରାଇଲ ତୁମ୍ଭେ
ଵିଶ୍ଵ ହେଲା ଆଚମ୍ବିତ ।
ସମୃଦ୍ଧ ଭାରତ ଅଖଣ୍ଡ ଭୂଖଣ୍ଡ
କ୍ରୀଡାପ୍ରେମ ଉତଫୁଲ୍ଲିତ ,
ଜାତୀୟତା ଭାବ ହୁଏ ପ୍ରକଟିତ
ଭିନ୍ନତାରେ ନାହିଁ କ୍ଷତ ।
କ୍ରିକେଟ ବାହିନୀ ବିରାଟ ସଙ୍ଗିନୀ
ଧୋନୀ ମନ୍ତ୍ରେ ଉଦ୍ଭାସିତ ,
ରୋହିତ , ହାର୍ଦ୍ଦିକ , ଚହଲ ଯାଦବ
କ୍ରିକେଟ ସମର ସୁତ ।
ଶିଖର ଧଵନ ଭୁବନ ଈଶ୍ଵର
କେଦାର ସମର ପ୍ରାଣ ,
ଏ' କ୍ରୀଡା ତାରକା ଵିଶ୍ଵକପ ସଖା
ସମରେ କରିବେ ରଣ ।Others
- ହେ କ୍ରୀଡାNarayan chandra Senapati · 1 min read · 215 readsହେ କ୍ରୀଡା.....
ତୁମେ ଶରୀର,ମନ,ଆତ୍ମାର ଏକ ଆଶୁ ଚିକିତ୍ସକ
କେବେ ଆଦର୍ଶ ଗୁରୁ ହୋଇ ଶିଖାଅ ନିୟମ ଶୃଙ୍ଖଳା ତ
କେବେ ସାମ୍ୟ,ଅଭେଦ,ମୈତ୍ରୀର ସଂସ୍କାରFantasy
- ଭବିଷ୍ୟ ଅନ୍ଧକାରPrabhati Mahapatra · 1 min read · 200 readsରୁଦ୍ଧ ଶ୍ଵାସ ମଧ୍ୟେ ବଞ୍ଚିବା ପାଇଁକି
ମନୁଷ୍ୟ ସଂଘର୍ଷ କରେ
ଅଦୃଶ୍ୟ କରୋନା ଭୂତାଣୁ ପ୍ରକୋପ
ଅଜାଚିତTragedy
- ଓଡିଶାର ଚାନ୍ଦ: ଦୂତୀ ଚାନ୍ଦBISWESWAR MAJHI · 1 min read · 6.7K readsଓଡିଶା ବାସୀଙ୍କ ଆଖି ଖୋଲି ତୁମେ ପାଲଟିଛ ଆଦରଶ
ଚାରିଆଡେ ଶୁଭେ ଧନ୍ୟ ସୁନାଝିଅ ହୁରି ପଡେ ପଉରୁଷ ।Inspirational
Loading…