ଚିରଶତୃ ସେତ ପାକିସ୍ଥାନ ଦେଶ ବହୁବାର ପରାଜିତ , ଶୋଚନୀୟ ଭାବେ ହରାଇଲ ତୁମ୍ଭେ ଵିଶ୍ଵ ହେଲା ଆଚମ୍ବିତ । ସମୃଦ୍ଧ ଭାରତ ଅଖଣ୍ଡ ଭୂଖଣ୍ଡ କ୍ରୀଡାପ୍ରେମ ଉତଫୁଲ୍ଲିତ , ଜାତୀୟତା ଭାବ ହୁଏ ପ୍ରକଟିତ ଭିନ୍ନତାରେ ନାହିଁ କ୍ଷତ । କ୍ରିକେଟ ବାହିନୀ ବିରାଟ ସଙ୍ଗିନୀ ଧୋନୀ ମନ୍ତ୍ରେ ଉଦ୍ଭାସିତ , ରୋହିତ , ହାର୍ଦ୍ଦିକ , ଚହଲ ଯାଦବ କ୍ରିକେଟ ସମର ସୁତ । ଶିଖର ଧଵନ ଭୁବନ ଈଶ୍ଵର କେଦାର ସମର ପ୍ରାଣ , ଏ' କ୍ରୀଡା ତାରକା ଵିଶ୍ଵକପ ସଖା ସମରେ କରିବେ ରଣ ।
Loading comments…