English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ବିଶ୍ଵକପ
2 poems
କ୍ରୀଡାପ୍ରେମୀ ଦେଶବାସୀ
Sadananda Sahoo · 1 min read · 340 reads
ଚିରଶତୃ ସେତ ପାକିସ୍ଥାନ ଦେଶ ବହୁବାର ପରାଜିତ , ଶୋଚନୀୟ ଭାବେ ହରାଇଲ ତୁମ୍ଭେ ଵିଶ୍ଵ ହେଲା ଆଚମ୍ବିତ । ସମୃଦ୍ଧ ଭାରତ ଅଖଣ୍ଡ ଭୂଖଣ୍ଡ କ୍ରୀଡାପ୍ରେମ ଉତଫୁଲ୍ଲିତ , ଜାତୀୟତା ଭାବ ହୁଏ ପ୍ରକଟିତ ଭିନ୍ନତାରେ ନାହିଁ କ୍ଷତ । କ୍ରିକେଟ ବାହିନୀ ବିରାଟ ସଙ୍ଗିନୀ ଧୋନୀ ମନ୍ତ୍ରେ ଉଦ୍ଭାସିତ , ରୋହିତ , ହାର୍ଦ୍ଦିକ , ଚହଲ ଯାଦବ କ୍ରିକେଟ ସମର ସୁତ । ଶିଖର ଧଵନ ଭୁବନ ଈଶ୍ଵର କେଦାର ସମର ପ୍ରାଣ , ଏ' କ୍ରୀଡା ତାରକା ଵିଶ୍ଵକପ ସଖା ସମରେ କରିବେ ରଣ ।
Others
ଆମ ପ୍ରିୟ ଖେଳ
Parsuram Sahoo · 1 min read · 213 reads
ଆଇପିଏଲ ପାଇଁ ସଭିଏଁ ପାଗଳ ଟିଭି ଆଗରେ ବସି ବିତିଯାଏ ବେଳ। ଉଣେଇଶି ବିଶ୍ଵକପ ହେଉ ଭାରତର ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା ଆମର।
Others