StoryMirror - Read, Write, Share & Repeat- ହେ ଅଭିନନ୍ଦନAlekha Meher · 1 min read · 201 readsପାଇଲାନି ଶତୃ ତା' ସନ୍ଧାନ,
ଟିକି ଟିକି ଚିରି ପାଣିରେ ପଶିଲ
କରିବାକୁ ତାରେ ବିସର୍ଜନ।
ତୁମ ପ୍ରଶଂସାରେ ଶଥମୂଖ ଆଜି
ଛାଗଳଙ୍କ ଦଳ ଶଇତାନ,Inspirational
- କ୍ରୀଡାପ୍ରେମୀ ଦେଶବାସୀSadananda Sahoo · 1 min read · 340 readsଚିରଶତୃ ସେତ ପାକିସ୍ଥାନ ଦେଶ
ବହୁବାର ପରାଜିତ ,
ଶୋଚନୀୟ ଭାବେ ହରାଇଲ ତୁମ୍ଭେ
ଵିଶ୍ଵ ହେଲା ଆଚମ୍ବିତ ।
ସମୃଦ୍ଧ ଭାରତ ଅଖଣ୍ଡ ଭୂଖଣ୍ଡ
କ୍ରୀଡାପ୍ରେମ ଉତଫୁଲ୍ଲିତ ,
ଜାତୀୟତା ଭାବ ହୁଏ ପ୍ରକଟିତ
ଭିନ୍ନତାରେ ନାହିଁ କ୍ଷତ ।
କ୍ରିକେଟ ବାହିନୀ ବିରାଟ ସଙ୍ଗିନୀ
ଧୋନୀ ମନ୍ତ୍ରେ ଉଦ୍ଭାସିତ ,
ରୋହିତ , ହାର୍ଦ୍ଦିକ , ଚହଲ ଯାଦବ
କ୍ରିକେଟ ସମର ସୁତ ।
ଶିଖର ଧଵନ ଭୁବନ ଈଶ୍ଵର
କେଦାର ସମର ପ୍ରାଣ ,
ଏ' କ୍ରୀଡା ତାରକା ଵିଶ୍ଵକପ ସଖା
ସମରେ କରିବେ ରଣ ।Others
- ମୋ ସ୍ବପ୍ନPrabhanjana Tripathy · 1 min read · 142 readsହୃଦୟ ହୀନ ଛାତି,
ଦଳିତ ମନ୍ଥିତ ଖଣ୍ଡ ବିଖଣ୍ଡିତ ମାଂସ,
କେବଳ ଶବ,ଠାଏଁ ଠାଏଁ,,
ହେନ୍ତାଳ ର ବିଭସ୍ଛ ଚିତତ୍କାର ।Fantasy
- ଅବ୍ୟକ୍ତ କୋହJagannath Barik · 1 min read · 308 readsଭାରତୀୟଙ୍କର ମନ ଦୁଃଖ ହେଲା
ଆପଣା ଭାଗ୍ୟକୁ ନିନ୍ଦାକଲେInspirational
- ମାରିଆ ଉବାଚ।ବଳରାମ ବାରିକ · 1 min read · 71 readsହିନ୍ଦୁ ଯେ ଆତଙ୍କି ସର୍ବେ ଦେଲେ ଛୁଙ୍କି
ଲଜ୍ୟା ଆସିଲାନି ମୁଖେ
ପାକିସ୍ଥାନ ପ୍ରେମ କରି...Inspirational