StoryMirror - Read, Write, Share & Repeat- ଆଜିର ବିଦ୍ୟାଳୟKalpana Mishra · 1 min read · 47 readsକଳାପଟା ଝୁରେ
ଚକ୍ ଡଷ୍ଟର ସାଥେ
ଶିକ୍ଷକର ହାତ
ସୁନ୍ଦର ଓ ରଙ୍ଗୀନ...Others
- ମିଛ ଲାଗେ ସାରା ସଂସାରଟାGAGAN KUMAR DASH · 1 min read · 163 readsସମୟ ବେକାର କରିବି ନି ବୋଲି
ବସି ଲେଖେ ତୁମ ପାଇଁ
ମୋ ସ୍ମୃତିର
ଅନେକ ଅନେକ କବିତାRomance
- ଆଉ ଥରେ Smruti Ranjan Mohanty · 1 min read · 21.3K readsଆମେ ଆସିଛେ ଶୂନ୍ୟ ହାତରେ ଓ ଯିବା ମଧ୍ୟ ଶୂନ୍ୟ ହୋଇ, ଏହା ହିଁ ଏକ ମାତ୍ର ସତ୍ୟ............Others
- ସ୍ତ୍ରୀ ମୋ କହୁଛିSantanu kumar Meher · 1 min read · 99 readsସ୍ତ୍ରୀ ମୋ କହୁଛି-
ବର୍ଷା ନ ହେଉ,
ମ୍ୟାଚ ଖେଳାଯାଉ-
ମାଂସ ରାନ୍ଧି ଦେବୀ କହୁଛି। ।୩।
ଦେଶ ଦେଶ ପାଇଁ
ଜୀବନକୁ ବାଜି-
ଲଗାଉଛନ୍ତି ଜନଗଣ ।
ଖେଳ ଓ ଖେଳାଳି,
ଶତ୍ରୁ ଯୋଦ୍ଧା ହୋଇ-
ମାରିବେ ଚୌକା-ଛକା ବାଣ।୪।
ପାକିସ୍ତାନ-ଭାରତ
ମ୍ୟାଚ ଯେ, ନ ଦେଖିଛି,
ସେ କି, ଦେଶର ଭକ୍ତ ।
ରୁହ ହେ ଏଥର .?
ସ୍ତ୍ରୀ ମୋ କହୁଛି-
ମ୍ୟାଚଟି ଦେଖିବା,
ତମେ ହୋଇଯିବ ମୁକ୍ତ ।୫।
World କପ- ଏଥର ଆଣିବ
ଭାରତୀୟ ଟିମ ଆମର,
ରୁଜ ହେ ଏଥର ।
ରବିବାର ଦିନ-
ମିଶିକି ଦେଖିବା,
ମ୍ୟାଚଟି ହେବ, ଫୁଲ ପାୱାରOthers