English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ଗଣତନ୍ତ୍ର(5)
163 poems
ଗଣତନ୍ତ୍ର (5)
Surjyakanta Dash · 1 min read · 13.4K reads
ଗଣତନ୍ତ୍ର (5) ସକାଳର ଖରା ଭାରି ଶୁନ୍ ଶାନ୍ ତା ସାଂଗକୁ ଆହୁରି ନିଛାଟିଆ ଲାଗେବିଛେଇହୋଇ ପଡିଥିବାଶୀତ ସକାଳର କୁଆସାକେଜାଣି କୋଉଠି ଅଘଟଣ ଘଟିନିତ ?ମିଛେଇ ମନର ଭାବନାରେଜୁଡୁ ବୁଡୁ ହୃଦୟଟାଛାଟ ପଟ ହେଉଛି କାଂହିକି ?ଶୁନ୍ୟ ସକାଳର ଛାତିଚିରିଯେମିତି ଭାସି ଆସୁଛି କାହାରଆର୍ତ ଚିତକାର୍ ...ମତେ ରକ୍ଷାକର ...ମତେ ରକ୍ଷାକରମନିଷ ମାଂସ ଖିଆ କବଳରୁ ...ନିରିହ ଝିଅ ଟିଏଅବଳା ,ଦୁର୍ବଳାଦୁନିଆ ଦେଖିବା ଆଗରୁଦେଖିବାକୁ ହୁଏ ଲଜ୍ଜାର ଦୁନିଆକେହିଜଣେ ଦୁର୍ବୁତ ଝାମ୍ପିନେଇଛିତାକୁ ତାର ଦୁନିଆରୁ ...ଆଦିମ ପିପାସାକୁ ମେନ୍ଟାଇବାକୁ ଯାଇଖିନ୍ ଭିନ୍ କରିଛି ଦେହକିଛି ଭାବିବା ଆଗରୁଆବିଷ୍କୃତ ହୁଏ ହସ୍ପିଟାଲରେଦେଖେ ବେଡର ଚାରିପାଖେ ଗଣମାଧ୍ୟମ ପ୍ରତିନିଧି ,ମହିଳା ସଂଗଠନ ପ୍ରତିନିଧି ,ପୋଲିସ ,ଆଉ ଅନେକ୍ ଲୋକକଣ କହିବ ସିଏ ?କାହାକୁ କହିବ ?ପୋଲିସ ତାକୁ ପଚାରୁଛିକିପରି କହିବ ସେ ଲଜ୍ଜାର କଥାଭାବୁ ଭାବୁ ମାଡିଆସେ ଘୋର୍ ଅନ୍ଧକାର୍ଆଖି ଚାରିପାଖେ କାୟା ବିସ୍ତାର କରି ...ମୁର୍ଛା ଯାଏ କ୍ଷଣିକରେ ...ସେହି ମନିଷ ରୁପି ବ୍ୟାଘ୍ର ରନଖ ରାମ୍ପୁଡା ଠାରୁଆହୁରି କଷ୍ଟ ,ଆହୁରି ଭୟାନକପୋଲିସ ଆଉ ଅନ୍ୟ ମାନନ୍କପ୍ରଶ୍ନର ଉତରଦେବା ...ପାରେନୀ ସେ ନିଜକୁ ...ଗୋଟିଏ ପ୍ରସ୍ପୁଟିତ କଳିକାଫଳରେ ପରିଣତ ହେବା ଆଗରୁବୃନ୍ତଚ୍ୟୁତ ହୁଏ ..ପ୍ରଶ୍ନଉଠେ ଏଠି ବାରମ୍ବାରକାଂହିକୀ ହୁଏ ଏମିତିଏହି କି ଆମର ସଭ୍ୟତା ?ଏହା କି ଆମର ଗଣତନ୍ତ୍ର ?ଏହାଦ୍ବାରା କ୍ଷୁର୍ଣ ହୁଏନିକିଆମର ଗଣତନ୍ତ୍ରର ଭାବନା ...
Others
ଗଣତନ୍ତ୍ର-2
Surjyakanta Dash · 1 min read · 13.4K reads
GANATANTRA
Others
ଗଣତନ୍ତ୍ର (3)
Surjyakanta Dash · 1 min read · 7K reads
ଗଣତନ୍ତ୍ରରେ ଗଣତନ୍ତ୍ର
Others
ଗଣତନ୍ତ୍ର (4)
Surjyakanta Dash · 1 min read · 20.2K reads
ଗଣତନ୍ତ୍ର (4) ଭୋଦେଇ ଖରାରେ ମୁଂହ ମାଡି ଶୋଇଥିବା ଆମ ଗାଁ ରାସ୍ତାରେ କାଲେ କଳା ରଂଗର ଆସ୍ତରଣ ପଡିଯିବ ଭୋଇ ସାହିକୁ ଯାଇଥିବା ରାସ୍ତାର ହିନିମାନୀ ଅବସ୍ଥା ଲଗାଣ ବର୍ଷା ର ପ୍ରଭାବରେ ଉପରେ ପଡିଥିବା ଲୋକ ଦେଖାଣିଆ ମାଟି ଆଉ ବାଲି କେଉଁ କାଳୁ ଧୋଇଗଲାଣି ରଂଗ ବଦଳେଇ ସାରିଲାଣି ସେହି ରାସ୍ତାକୁ କଂକ୍ରିଟ୍ ହେବ ସରକାରୀ ଅନୁଦାନ ଆସିଛି ଗ୍ରାମସଭାର ଆୟୋଜନ ସରକାରୀ କଳର ନିର୍ଦେଶରେ ସରପଂଚନ୍କ ଠାରୁ ଆରମ୍ଭ କରି ବିଡିଓ ଆଉ କେତେ କେତେ କୁଜି ନେତା ଗ୍ରାମର ପୁରୁଖା ଲୋକଂକ ଠାରୁ ଆରମ୍ଭ କରି ଅନ୍ୟ ସ୍ତ୍ରୀ ଓ ପୁରୁଷ ମାନେ ଏକଜୁଟ୍ କିଛି କ୍ଷଣ ଅଲୋଚନା ହୋ ହଲ୍ଲା କିଛି ସ୍ବାର୍ଥ ନ୍ୟସ୍ତ ଗୋଷ୍ଠୀ ମାନନ୍କର ସେମାନେ କରିବେ ନ-ହେଲେ କଣ୍ତ୍ରାକ୍ଟର କରିବ ଶେଷରେ ଉପାୟ ନାହିଁ ଖଳ ଲୋକଂକ ପାଖରେ ହାର ମାନିଛି ନ୍ୟାୟ କଣ୍ତ୍ରାକ୍ଟର ମାଧ୍ୟମରେ ତିଆରି ହେଲା ରାସ୍ତା ଗୋଟିଏ ଫଗୁଣ ,ଗୋଟିଏ ବସନ୍ତ ଯାଇଛି କି ନାହିଁ ତଳ ଗୋଡି ଉପରେ ଆଁ କରିଛି ଶୋଷ ଜୋରରେ ନା-କଣ ମନିଷ ରକ୍ତ ଶୋଷିବାକୁ ଅବା ଆମ ଗଣିତ କଷୁଥିବା ଗଣତନ୍ତ୍ରକୁ ଉପହାସ କରିବାକୁ ....
Others
ଜନତା
Akshayakumar Dash · 1 min read · 375 reads
ଜନତା
Tragedy
ଗଣତନ୍ତ୍ର
DR PRASANTA KUMAR BISWAL · 1 min read · 210 reads
ଗଣତନ୍ତ୍ର
Action
Loading…
Next page →