StoryMirror - Read, Write, Share & Repeat- ଅଚିହ୍ନା ମଣିଷRankanidhi Sethi · 1 min read · 170 readsଗରଭ ଧାରିଣୀ ମାଆକୁ ତାହାର
ଛାଡି ରହିଲା ସହର
ଦୁଃଖୀର ସଙ୍ଖାଳି ହୃଦ ଗଳାମାଳି
କରିଦେଲା ସାତପରInspirational
- ଅଗଷ୍ଟ ପନ୍ଦର ଆଜି।Madhabi Patel · 1 min read · 6.8K readsତାଳ ତମାଳର କିରୀଟ ଧାରିଣୀ
ସବୁଜିମା ଟାଣି ପଣତ।
କାନନ କେଦାର ପର୍ବତର ମାଳ
ପରିପୂର୍ଣା ଧିରା ଗମ୍ଭୀରା।
ପାଳଇ ଅତିଥୀ ଦେଇଣ ସମ୍ମତି
ଆତିଥେୟତାର ଆସରା।Inspirational
- ଭଣ୍ଡାର ଘରଣୀPrabhanjana Tripathy · 1 min read · 245 readsକିଏ ପୂଜା କରେ , ଭଣ୍ଡାର ଘରିଣି,
କିଏ ପୁଜେ କାତ୍ୟାୟନି,,,,,
ନବରଙ୍ଗପୁରେ ଭଣ୍ଡାରଘରଣୀ,,
ଜଗତର ଠାକୁରାଣି,,,,,,llOthers
- କୃଷ୍ଣ ଜନ୍ମ ଚରିତPrafulla Chandra Mishra · 1 min read · 153 readsକୃଷ୍ଣ ଜନ୍ମ ଚରିତThriller
- ମାଆଓଡ଼ିଆ ଗଳ୍ପ ଓ କବିତା - ୩ · 1 min read · 6.7K readsସେହି ସ୍ନେହମୟୀ କରୁଣାମୟୀକୁ
ହତାଦର କରେ ଯିଏ,
ତା'ର ପରିବାର ହେବ କି ଉଜ୍ଜ୍ବଳ
ବୁଝୁଛି ଏକଥା କିଏ ।Inspirational
- ଜଳ ଅମଳsusmita mohapatra · 1 min read · 11.8K readsକେବେ ପୁଣି ତାର ସ୍ୱାଦ ଖାରିଆ l
ଦୂଷିତ ହୋଇଲେ ବ୍ଲିଚିଙ୍ଗ ମିଶାଇ
ଅବା ସଫା କରୁ ତାକୁ ଫୁଟାଇ l
ଅସରInspirational
Loading…